ଦୀପାବଳିରେ ଏମିତି କରନ୍ତୁ ଦୋକାନ ଖାତା ପୂଜା   

ଦୀପାବଳି ବେଳେ ବିଶେଷ କରି ମାରୱାଡ଼ି ଓ ଗୁଜୁରାଟି ପରିବାରରେ ଦୋକାନ ପୂଜା ଓ ଖାତା ପୂଜାର ପରମ୍ପରା ରହିଛି। ଏହି ଦିନ ଲୋକମାନେ ବ୍ରାହ୍ମଣଙ୍କୁ ଡାକି ଏହି ପୂଜା କରିଥାନ୍ତି। ହେଲେ ଏହି ପୂଜାବିଧି ଜାଣିବା ପରେ ଆପଣ ମଧ୍ୟ ଏହି ପୂଜାକୁ ଅତି ସହଜରେ କରିପାରିବେ। ଆଜି ଆମେ ଆପଣଙ୍କୁ ଦୀପାବଳିରେ ଦୋକାନ ଓ ଅଫିସ୍‌ରେ କେମିତି ପୂଜା କରାଯାଏ ବତାଇବୁ। ପୂଜା ପାଇଁ ପୂର୍ବ ପ୍ରସ୍ତୁତି:  ଦୀପାବଳି ପୂର୍ବରୁ ଦୋକାନ ଓ ଅଫିସ୍‌କୁ […]

khu

khu

Mihir Pattnayak
  • Published: Monday, 29 October 2018
  • Updated: 31 October 2018, 03:21 PM IST

Sports

Latest News

ଦୀପାବଳି ବେଳେ ବିଶେଷ କରି ମାରୱାଡ଼ି ଓ ଗୁଜୁରାଟି ପରିବାରରେ ଦୋକାନ ପୂଜା ଓ ଖାତା ପୂଜାର ପରମ୍ପରା ରହିଛି। ଏହି ଦିନ ଲୋକମାନେ ବ୍ରାହ୍ମଣଙ୍କୁ ଡାକି ଏହି ପୂଜା କରିଥାନ୍ତି। ହେଲେ ଏହି ପୂଜାବିଧି ଜାଣିବା ପରେ ଆପଣ ମଧ୍ୟ ଏହି ପୂଜାକୁ ଅତି ସହଜରେ କରିପାରିବେ। ଆଜି ଆମେ ଆପଣଙ୍କୁ ଦୀପାବଳିରେ ଦୋକାନ ଓ ଅଫିସ୍‌ରେ କେମିତି ପୂଜା କରାଯାଏ ବତାଇବୁ।

ପୂଜା ପାଇଁ ପୂର୍ବ ପ୍ରସ୍ତୁତି:  ଦୀପାବଳି ପୂର୍ବରୁ ଦୋକାନ ଓ ଅଫିସ୍‌କୁ ଭଲ ଭାବେ ସଫା କରନ୍ତୁ। କୋଣସି ସ୍ଥାନରେ ଯେପରି ଅଳନ୍ଧୁ ଲାଗି ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଦୋକାନରେ ଥିବା ସମସ୍ତ ବ୍ୟବହାର ଅନୁପଯୋଗୀ ଜିନିଷ କାଢ଼ି ଦିଅନ୍ତୁ। ପୂଜା ସ୍ଥାନକୁ ଭଲ ଭାବେ ଧୋଇ କିମ୍ବା ପୋଛି ଦିଅନ୍ତୁ।

ପୂଜା ସାମଗ୍ରୀ: ଦୀପାବଳି ଦିନ ଭିନ୍ନ ଭିନ୍ନ ପରିବାରରେ ଭିନ୍ନ ପ୍ରକାର ପୂଜା ହୋଇଥାଏ। ସେହିଭଳି ବ୍ୟାପାରିକ ପରିବାରରେ ଏହି ଦିନ ଖାତା ପୂଜନର ବିଧି ରହିଛି। ଏହି ପୂଜା ପାଇଁ ଦରକାର ହେଉଥିବା କିଛି ସାମଗ୍ରୀ ବିଷୟରେ ଜାଣି ନିଅନ୍ତୁ। ଦୀପାବଳି ପୂଜା ପାଇଁ କଳଶ, ଆମ୍ବ ପତ୍ର, ମା’ ଲକ୍ଷ୍ମୀ ଓ ଗଣେଶଙ୍କ ପ୍ରତିମା, କ୍ଷୀର, ଦହି, ମହୁ, ଶ୍ୱେତ ଧାନ, ଗୋଟା ଗୁଆ, ଫୁଲ, ଧୂପ, କର୍ପୁର, ସିନ୍ଦୁର, ଚୁଆ ଚନ୍ଦନ, କିଛି କଏନ୍ ଇତ୍ୟାଦି। ଏ ସବୁ ଆଣି ସାରିବା ପରେ ଦୋକାନର ହିସାବ ଖାତା, ବିଲ୍‌ ବହି ଆଦିକୁ ନୂଆ କନାରେ ଗୁଡାଇ ଗଙ୍ଗାଜଳ ସିଞ୍ଚନ କରି ପୂଜା ସ୍ଥଳରେ ରଖି ପୂଜା କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story