କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ?

ସ୍ୱାତୀ ଜେନା ସମ୍ବିଧାନର ଧାରା-୫୨ ଅନୁଯାୟୀ ଭାରତର ଜଣେ ରାଷ୍ଟ୍ରପତି ରହିବେ। ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନ ଆଇନ୍‌ ୧୯୫୨ ଅନୁଯାୟୀ ଭାରତର ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ ଲାଗି ବିଦ୍ଧିବଦ୍ଧ ବିଜ୍ଞପ୍ତି ଜାରି କରନ୍ତି। ସମ୍ବିଧାନର ଧାରା ୫୪ ଅନୁଯାୟୀ ଇଲେକ୍ଟୋରାଲ୍‌ କଲେଜର ସଦସ୍ୟଙ୍କ ଭୋଟ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ଇଲେକ୍ଟୋରାଲ୍‌ କଲେଜ ଉଭୟ ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ। ଏହା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ର […]

Rashtrapati Bhavan

Rashtrapati Bhavan

Manoranjan Sial
  • Published: Thursday, 09 June 2022
  • Updated: 09 June 2022, 07:38 PM IST

Sports

Latest News

  • ସ୍ୱାତୀ ଜେନା

ସମ୍ବିଧାନର ଧାରା-୫୨ ଅନୁଯାୟୀ ଭାରତର ଜଣେ ରାଷ୍ଟ୍ରପତି ରହିବେ। ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନ ଆଇନ୍‌ ୧୯୫୨ ଅନୁଯାୟୀ ଭାରତର ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ ଲାଗି ବିଦ୍ଧିବଦ୍ଧ ବିଜ୍ଞପ୍ତି ଜାରି କରନ୍ତି। ସମ୍ବିଧାନର ଧାରା ୫୪ ଅନୁଯାୟୀ ଇଲେକ୍ଟୋରାଲ୍‌ କଲେଜର ସଦସ୍ୟଙ୍କ ଭୋଟ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ଇଲେକ୍ଟୋରାଲ୍‌ କଲେଜ ଉଭୟ ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ। ଏହା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରେ କେବଳ ଦିଲ୍ଲୀ ଓ ପୁଡୁଚେରୀ ବିଧାନସଭାର ନିର୍ବାଚିତ ସମସ୍ୟ ମଧ୍ୟ ଇଲେକ୍ଟୋରାଲ୍‌ କଲେଜର ସାମିଲ ହୋଇ ରାଷ୍ଟ୍ରପତି ନିର୍ବାଚନରେ ଅଂଶ ଗ୍ରହଣ କରିଥାନ୍ତି। କୌଣସି ବି ଗୃହର ମନୋନିତ ସଦସ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଅଧିକାର ଭୁକ୍ତ ନୁହଁନ୍ତି।

କେତେ ଜଣ ଦେବେ ଭୋଟ୍ ?

ରାଷ୍ଟ୍ରପତି ନିର୍ବାଚନରେ ଲୋକସଭାରୁ ୫୪୩ ଜଣ ସାଂସଦ, ରାଜ୍ୟ ସଭାରୁ ୨୩୩ ନିର୍ବାଚିତ ସାଂସଦ ଭୋଟ ଦେବେ। ସେହିପରି ଚଳିତ ବର୍ଷ ନିର୍ବାଚନରେ ମୋଟ୍ ୪ ହଜାର ୩୩ ଜଣ ବିଧାୟକ ଭାଗ ନେବେ। ତେବେ ଇଲେକ୍ଟୋରାଲ୍‌ କଲେଜର ମୋଟ୍ ସଦସ୍ୟଙ୍କ ସଂଖ୍ୟା ହେଲେ ୫୪୩ +୨୩୩ + ୪,୦୩୩ = ୪,୮୦୯

କଣ କହିଛି ନିର୍ବାଚନୀ ଫର୍ମୁଲା ?

ଜଣେ ଲେଖାଏଁ ସାଂସଦଙ୍କ ଭୋଟ ସଂଖ୍ୟା ୭୦୮ ବୋଲି ମାନ୍ୟତା ରହିଛି। ଅର୍ଥାତ୍ ଉଭୟ ଲୋକସଭା ଓ ରାଜ୍ୟସଭାର ମୋଟ୍ ୭୭୬ ସାଂସଦଙ୍କ ଭୋଟର ସଂଖ୍ୟା ହେଲେ, ୭୦୮ ଗୁଣଣ ୭୭୬= ୫,୪୯,୪୦୮

କିନ୍ତୁ ବିଧାୟକଙ୍କ ଭୋଟର ମୂଲ୍ୟ ରାଜ୍ୟଠାରୁ ରାଜ୍ୟ ଭିନ୍ନ ଭିନ୍ନ ହୋଇଥାଏ । ପ୍ରତି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଂଚଳର ଜନସଂଖ୍ୟା ଓ ନିର୍ବାଚିତ ବିଧାୟକକୁ ନେଇ ଏହି ଗଣନା କରାଯାଇଥାଏ।

ଅର୍ଥାତ୍ –
ରାଜ୍ୟରେ ମୋଟ୍ ଜନସଂଖ୍ୟା      ଯାହା ଫଳାଫଳ ହେଲା
----------------------------     = ---------------------           = ମୋଟ୍ ସଂଖ୍ୟା
ରାଜ୍ୟର ମୋଟ୍ ବିଧାୟକ           ୧୦୦୦

ଉଦାହରଣ ସ୍ୱରୂପ...

ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାର ଜନସଂଖ୍ୟା ରହିଛି ୩ କୋଟି ୧୮ ଲକ୍ଷ ୫୪ ହଜାର। ତେବେ ଜଣେ ଲେଖାଏଁ ବିଧାୟକଙ୍କ ଭୋଟର ମୂଲ୍ୟ ଗଣତି ପ୍ରକ୍ରିୟା ଅନୁଯାୟୀ;
୩,୧୮,୫୪୦୦୦          ୨,୧୬,୬୯୩
-----------------       =   ------------------   = ୨୧୬.୬୯୩
୧୪୭                          ୧୦୦୦
ଓଡ଼ିଶାରେ ଜଣେ ଲେଖା ବିଧାୟକଙ୍କ ଭୋଟର ମୂଲ୍ୟ ହେଲା ୨୧୬.୬୯୩ । ତେବେ ୧୪୭ ଜଣ ବିଧାୟକଙ୍କ ମୂଲ୍ୟ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମୋଟ୍ ୩୧ ହଜାର ୮୫୪ ରହିଛି।

କେତେ ପ୍ରତିଶତ ଭୋଟରେ ବିଜୟ?

ରାଷ୍ଟ୍ରପତି ନିର୍ବାଚନ ପାଇଁ ୫୦ ପ୍ରତିଶତରୁ ଗୋଟିଏ ଭୋଟ୍‌ ଅଧିକ ଅବଶ୍ୟକ। ୨୦୨୨ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ମେଣ୍ଟ ଅର୍ଥାତ୍ ଏନ୍‌ଡିଏ ପାଖରେ ରହିଛି ମୋଟ୍ ୪୮.୯ % ଭୋଟ୍। ତେବେ ୫୦%ରୁ ଅଧିକ ପାଇଁ ଏନଡିଏକୁ ଅନ୍ୟ ରାଜନୈତିକ ଦଳ ଉପରେ ନିର୍ଭର କରିବାକୁ ପଡିବ। ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ କୁହନ୍ତୁ କି ରାଜ୍ୟସଭାରେ ବିଲ ପାରିତ ପାଇଁ ମେଣ୍ଟରେ ନ ଥାଇ ମଧ୍ୟ ବିଜେପିକୁ ମୁଖ୍ୟତଃ ୱାଇଏସ୍‌ଆର୍‌ କଂଗ୍ରେସ, ବିଜୁ ଜନତା ଦଳ ଓ ଟିଆର୍‌ଏସ୍‌ ସମର୍ଥନ ଦେଇଥିଲେ। ତେବେ ଚଳିତବର୍ଷ ବିଜେଡିର ଭୋଟ୍ ପ୍ରତିଶତ ୨.୯ % ଥିବା ବେଳେ ଟିଆରଏସର ରହିଛି ୨.୨ %। ସେହିପରି ଜଗମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର୍‌ କଂଗ୍ରେସ ପାଖରେ ୪ % ଭୋଟ୍ ରହିଛି। ଆଗାକୁ ୨୦୨୪ ସାଧାରଣ ନିର୍ବାଚନ ହେବାର ରହିଛି। ତେଣୁ ନିର୍ବାଚନର ରଣନୀତି ଅନୁୟାୟୀ ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ଏହି ତିନିଟିରୁ ଗୋଟିଏ ଦଳର ସମର୍ଥନ ଲୋଡି ପାରେ। ହେଲେ ନିକଟରରେ ନରେନ୍ଦ୍ର ମୋଦୀ- ନବୀନ ପଟ୍ଟନାୟକଙ୍କ ଭେଟ୍‌ଘାଟ୍‌ ପରେ ବିଜେପି, ବିଜେଡିର ସହଯୋଗ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story