ଏପରି ହୋଇଥାନ୍ତି ନଭେମ୍ବରରେ ଜନ୍ମିତ ବ୍ୟକ୍ତି...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ସହ ଆରମ୍ଭ ହୋଇଥାଏ ଗୋଟିଏ ନୂଆ କାହାଣୀ। ଆଉ ବ୍ୟକ୍ତିର ବ୍ୟକ୍ତିତ୍ୱ ଅନୁସାରେ ଜୀବନର କାହାଣୀ ଆଗକୁ ବଢ଼ିଥାଏ। କୁହାଯାଏ, ଜନ୍ମ ତାରିଖ, ବାର ଓ ମାସ ସହ ବ୍ୟକ୍ତିର ବ୍ୟକ୍ତିତ୍ୱର ବେଶ୍ ସମ୍ପର୍କ ରହିଛି। ଏହି କ୍ରମରେ ନଭେମ୍ବରରେ ଜନ୍ମିତ ବ୍ୟକ୍ତିମାନେ ଖୁବ୍ ପ୍ରତିଭାବାନ ବୋଲି କୁହାଯାଏ। ତେବେ ଏହି ମାସରେ ଜନ୍ମ ନେଇଥିବା ଲୋକପ୍ରିୟ ବ୍ୟକ୍ତିତ୍ୱମାନେ ହିଁ ହେଉଛନ୍ତି ଏହାର ଉଦାହରଣ। ଶାହରୁଖ ଖାନ୍, ଓ୍ୱିନଷ୍ଟନ୍ […]

november

november

Pragnya Choudhury
  • Published: Monday, 02 November 2020
  • Updated: 02 November 2020, 06:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ସହ ଆରମ୍ଭ ହୋଇଥାଏ ଗୋଟିଏ ନୂଆ କାହାଣୀ। ଆଉ ବ୍ୟକ୍ତିର ବ୍ୟକ୍ତିତ୍ୱ ଅନୁସାରେ ଜୀବନର କାହାଣୀ ଆଗକୁ ବଢ଼ିଥାଏ। କୁହାଯାଏ, ଜନ୍ମ ତାରିଖ, ବାର ଓ ମାସ ସହ ବ୍ୟକ୍ତିର ବ୍ୟକ୍ତିତ୍ୱର ବେଶ୍ ସମ୍ପର୍କ ରହିଛି। ଏହି କ୍ରମରେ ନଭେମ୍ବରରେ ଜନ୍ମିତ ବ୍ୟକ୍ତିମାନେ ଖୁବ୍ ପ୍ରତିଭାବାନ ବୋଲି କୁହାଯାଏ। ତେବେ ଏହି ମାସରେ ଜନ୍ମ ନେଇଥିବା ଲୋକପ୍ରିୟ ବ୍ୟକ୍ତିତ୍ୱମାନେ ହିଁ ହେଉଛନ୍ତି ଏହାର ଉଦାହରଣ।

Shah Rukh Khan joins fight against coronavirus. Here's how fans reacted |  Entertainment News – India TV

ଶାହରୁଖ ଖାନ୍, ଓ୍ୱିନଷ୍ଟନ୍ ଚର୍ଚ୍ଚିଲ୍, ଜବାହର ଲାଲ୍ ନେହେରୁ, ଇନ୍ଦିରା ଗାନ୍ଧି, ବିରାଟ କୋହଲୀ, ଐଶ୍ୱର୍ୟା ରାୟ ବଚ୍ଚନ, ସାନିୟା ମିର୍ଜା, ନୀତା ଅମ୍ବାନୀ, ଅମର୍ତ୍ତ୍ୟ ସେନ୍,କମଲ୍ ହାସନ, ୟାମୀ ଗୌତମ, ଜୁହି ଚାଓ୍ୱଲା, ତବ୍ବୁ, ସୁସ୍ମିତା ସେନ, ଜୀନତ ଅମାନ, ହରିବଂଶ ରାୟ ବଚ୍ଚନ, ମୁଲାୟମ ସିଂହ ଯାଦବ ଏବଂ ରାନୀ ଲକ୍ଷ୍ମୀବାଇଙ୍କ ଜନ୍ମ ମଧ୍ୟ ନଭେମ୍ବର ମାସରେ ହୋଇଛି।

Aishwarya Rai Turns 46 And Here Are 5 Things We Love About The Beauty Queen!

ତେବେ ଏଭଳି ବ୍ୟକ୍ତିତ୍ୱଙ୍କୁ ଦେଖି ଆପଣ ଅନୁମାନ କରିପାରନ୍ତି ଯେ, ନଭେମ୍ବର ମାସରେ ଜନ୍ମନେଇଥିବା ବ୍ୟକ୍ତିମାନଙ୍କ ବ୍ୟକ୍ତିତ୍ୱ କେତେ ପ୍ରଭାବଶାଳୀ ହୋଇଥାଏ ଆଉ ସେମାନେ ନିଜ ନିଜ କ୍ଷେତ୍ରରେ କେତେ ସଫଳତା ପାଇଥାଆନ୍ତି। ନଭେମ୍ବର ମାସରେ ଜନ୍ମିତ ବ୍ୟକ୍ତି ଭାଗ୍ୟଶାଳୀ, ଧନବାନ ଏବଂ ମସ୍ତମିଜାଜର ମଧ୍ୟ ହୋଇଥାନ୍ତି। ତେବେ ଆସନ୍ତୁ ଏହି ମାସରେ ଯେଉଁମାନଙ୍କ ଜନ୍ମଦିନ, ସେମାନଙ୍କ ବିଷୟ କିଛି ଖାସ୍ କଥା ଜାଣିବା...

Memo from Winston Churchill on 'Brevity' will improve your writing -  Business Insider

ନଭେମ୍ବରରେ ଜନ୍ମ ହୋଇଥିବା ବ୍ୟକ୍ତି ଅନ୍ୟମାନଙ୍କଠାରୁ ବହୁତ ଭିନ୍ନ। ସେମାନଙ୍କ ପରିସରରେ ତାଙ୍କ ଭଳି ଦ୍ୱିତୀୟ ବ୍ୟକ୍ତିତ୍ୱ ପ୍ରାୟତଃ ଦେଖିବାକୁ ମିଳନ୍ତି ନାହିଁ। ସେମାନଙ୍କ ଚିନ୍ତାଧାରା ମଧ୍ୟ ଟିକେ ହଟକେ। ସେମାନଙ୍କ କାମ କରିବାର ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ, ଯାହା ଦ୍ୱାରା ସମସ୍ତେ ପ୍ରଭାବିତ ହୋଇଥାନ୍ତି।

Amartya Sen terms demonetisation a despotic action - The Hindu

ଏହି ମାସରେ ଜନ୍ମିତ ବ୍ୟକ୍ତି ସଚ୍ଚୋଟ ହୋଇଥାନ୍ତି। ବନ୍ଧୁ ହୁଅନ୍ତୁ ବା ପରିବାର ଲୋକ କିମ୍ବା ଜୀବନସାଥୀ। ସେମାନେ ପ୍ରତ୍ୟେକ ସମ୍ପର୍କକୁ ସଚ୍ଚୋଟତାର ସହ ରକ୍ଷା କରନ୍ତି। ବିଶ୍ୱାସଘାତ କରନ୍ତି ନାହିଁ। ଏପରି ବି କୁହାଯାଏ ଯେ, ନଭେମ୍ବର ମାସରେ ଜନ୍ମିତ ବ୍ୟକ୍ତିମାନଙ୍କୁ ଆଖି ବୁଜି ବିଶ୍ୱାସ କରିବା ସମ୍ଭବ।

Hobart International: Sania Mirza enters women's doubles semifinals after  comeback from maternity

ଏମାନେ ନିଜ୍ୟ ବ୍ୟକ୍ତିତ୍ୱ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି। ସେମାନେ ଯେଉଁଆଡ଼େ ଯାଆନ୍ତି, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଆନ୍ତି। ଲୋକମାନେ ସେମାନଙ୍କ ଉପସ୍ଥିତିକୁ ଖୁବ୍ ପସନ୍ଦ କରିଥାନ୍ତି। ଏଣୁ ଅନେକ ସମୟରେ ସେମାନଙ୍କୁ ଅନ୍ୟମାନେ ଇର୍ଷା କରୁଥିବା ଦେଖିବାକୁ ମଳିଥାଏ।

Sushmita Sen opens up about her life-threatening illness, her real-life  love story, and her new show, Aarya | Vogue India

ନଭେମ୍ବର ଜନ୍ମିତ ବ୍ୟକ୍ତିମାନେ ଖୁବ୍ ସମୟାନୁବର୍ତ୍ତୀ। ସେମାନେ ଠିକ୍ ସମୟରେ ଠିକ୍ କାମ କରିବାକୁ ଭଲପାଆନ୍ତି। ଯାହା କିଛି ବି କରିବାକୁ ମନରେ ଭାବିଥାନ୍ତି, ତାହା ଶେଷ ନିଶ୍ଚୟ କରିଥାନ୍ତି। ପ୍ରତ୍ୟେକ କାମରେ ସେମାନେ ନିଜର ଶତ ପ୍ରତିଶତ ଭାଗିଦାରୀ ଦେଇଥାନ୍ତି। ସେମାନେ ଖୁବ୍ ପରିଶ୍ରମୀ ଆଉ ବୁଦ୍ଧିମାନ ହୋଇଥାନ୍ତି।

Jawaharlal Nehru: A stickler for protocol and penny-pincher on official  tours - The Economic Times

ତେବେ ନଭେମ୍ବର ମାସରେ ଜନ୍ମିତ ବ୍ୟକ୍ତିଙ୍କୁ କିନ୍ତୁ ଗୋଟିଏ କଥା ବିଲକୁଲ ପସନ୍ଦ ନୁହେଁ। ସେମାନେ ନିଜର ରହସ୍ୟ କେବେ କାହାକୁ ଜଣାଇବାକୁ ଭଲପାଆନ୍ତି ନାହିଁ। ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେମାନେ ଖୁବ୍ ସତର୍କ। ସେମାନେ ଖୁବ୍ ସିକ୍ରେଟିଭ୍ ଏବଂ ପ୍ରାଇଭେଟ୍ କିନ୍ତୁ ଆବଶ୍ୟକ ପଡ଼ିଲେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସେମାନେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ।

Samajwadi Party patriarch Mulayam Singh Yadav hospitalized- The New Indian  Express

ଏହି ମାସରେ ଜନ୍ମିତ ବ୍ୟକ୍ତିମାନେ ଇତିହାସ ରଚିବାରେ ବିଶ୍ୱାସ ରଖନ୍ତି। ଆଉ କାହାର ପଦଚିହ୍ନକୁ ଅନୁସରଣ ନ କରି ନିଜର ନୂଆ ରାସ୍ତା ତିଆରି କରିବାକୁ ଚାହିଁଥାନ୍ତି, ଯାହା ସେମାନଙ୍କ ବନ୍ଧୁ, ପରିଜନ ତଥା ଆତ୍ମୀୟମାନଙ୍କୁ ଖୁବ୍ ପ୍ରଭାବିତ କରିଥାଏ। ଅନ୍ୟମାନଙ୍କ କାମ କରିବାର ତରିକାକୁ ଭ୍ରୁକ୍ଷେପ ନ କରି ସେମାନେ ନିଜର ସ୍ୱତନ୍ତ୍ର ଶୈଳୀରେ ନିଜ ଲକ୍ଷ୍ୟ ପଥର ଆଗେଇଚାଲନ୍ତି।

PM pays tribute to Rani Lakshmibai on her birthday | Deccan Herald

ନଭେମ୍ବର ମାସରେ ଜନ୍ମିତ ବ୍ୟକ୍ତିମାନଙ୍କ ନିଜସ୍ୱ ମତ ଓ ଦୃଷ୍ଟିକୋଣ ରହିଥାଏ। ସେମାନେ ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୁଅନ୍ତି ନାହିଁ। ଯାହା ସେମାନଙ୍କୁ ଉଚିତ୍ ଲାଗିଥାଏ, ସେମାନେ ତାହା କରିଥାନ୍ତି ଓ କହିଥାନ୍ତି। ଆଉ ଯାହା କହିଥାନ୍ତି, ସେଥିରେ ଅଟଳ ମଧ୍ୟ ରୁହନ୍ତି। ସେମାନଙ୍କୁ ଏ କ୍ଷେତ୍ରରେ ଜିଦଖୋର୍ ବୋଲି ମଧ୍ୟ କୁହାଯାଇପାରେ। ଅନେକ ସମୟରେ ସେମାନେ ନିଜ ଭୁଲକୁ ସ୍ୱୀକାର କରିପାରନ୍ତି ନାହିଁ। ସେମାନେ ସମ୍ମାନ ସହ କେବେ ବି ବୁଝାମଣା କରି ନ ଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story