କୋରାପୁଟ: ସେମିଳିଗୁଡ଼ା ବ୍ଲକରେ ବର୍ଷା ନାହିଁ, ପଡ଼ିଆ ପଡ଼ିଛି ୭ ହଜାର ହେକ୍ଟର ଜମି  

କୋରାପୁଟ: ଚଳିତ ବର୍ଷ ଏପର୍ଯ୍ୟନ୍ତ ଆବଶ୍ୟକ ପରିମାଣର ବର୍ଷା ହୋଇ ନଥିବା ଯୋଗୁଁ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର ଚାଷୀ ହତାଶ ହୋଇପଡ଼ିଛି। ପୂରା ବ୍ଲକରେ ୭ ହଜାର ହେକ୍ଟରରୁ ଅଧିକ ଜମିରେ  ଚାଷ କାର୍ଯ୍ୟ ହୋଇପାରିନାହିଁ। ଏବେବି ଚାଷୀ ଚାଷ ଉପଯୋଗୀ ବର୍ଷାକୁ ଅପେକ୍ଷା କରି ରହିଛି। ଭଲ ବର୍ଷା ହେଲେ ବାକି ଜମିଗୁଡ଼ିକରେ ଚାଷ କରିବ। ଭଲ ବର୍ଷା ହୋଇ ନ ଥିବା ଯୋଗୁଁ ସେମିଳିଗୁଡ଼ା ବ୍ଲକର କୁନ୍ଦୁଲି ,ରେଙ୍ଗା, ଖୁଡ଼ି, ହାଟଗୁଡ଼ା, ସାଡ଼ାମ […]

semiliguda

semiliguda

Rakesh Mallick
  • Published: Monday, 27 July 2015
  • Updated: 27 July 2015, 11:23 AM IST

Sports

Latest News

କୋରାପୁଟ: ଚଳିତ ବର୍ଷ ଏପର୍ଯ୍ୟନ୍ତ ଆବଶ୍ୟକ ପରିମାଣର ବର୍ଷା ହୋଇ ନଥିବା ଯୋଗୁଁ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର ଚାଷୀ ହତାଶ ହୋଇପଡ଼ିଛି। ପୂରା ବ୍ଲକରେ ୭ ହଜାର ହେକ୍ଟରରୁ ଅଧିକ ଜମିରେ  ଚାଷ କାର୍ଯ୍ୟ ହୋଇପାରିନାହିଁ। ଏବେବି ଚାଷୀ ଚାଷ ଉପଯୋଗୀ ବର୍ଷାକୁ ଅପେକ୍ଷା କରି ରହିଛି। ଭଲ ବର୍ଷା ହେଲେ ବାକି ଜମିଗୁଡ଼ିକରେ ଚାଷ କରିବ।

[caption id="attachment_18888" align="aligncenter" width="800"]semiliguda3 ସେମିଳିଗୁଡ଼ାରେ ପଡ଼ିଆ ପଡ଼ିଥିବା ଚାଷ ଜମି[/caption]

ଭଲ ବର୍ଷା ହୋଇ ନ ଥିବା ଯୋଗୁଁ ସେମିଳିଗୁଡ଼ା ବ୍ଲକର କୁନ୍ଦୁଲି ,ରେଙ୍ଗା, ଖୁଡ଼ି, ହାଟଗୁଡ଼ା, ସାଡ଼ାମ ସମେତ ଅନ୍ୟ କିଛି ପଂଚାୟତରେ ବ୍ୟାପକ ଚାଷ ଜମି ପଡ଼ିଆ ପଡ଼ିଛି। କିଛି ଜମିରେ ଧାନ ତଳି ପଡ଼ିଛି। କିନ୍ତୁ ବର୍ଷା ହେଉ ନ ଥିବା ଯୋଗୁଁ  ରୁଆ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ।

କୃଷି ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ବ୍ଲକରେ ଧାନ ସମେତ ୧୮ ହଜାର ୪୮୩ ହେକ୍ଟର ଜମିରେ ଅନ୍ୟାନ୍ୟ ଫସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ୧୧ ହଜାର ୪୬୩ ହେକ୍ଟର ଜମିରେ ଚାଷ ହୋଇପାରିଛି। ବାକି ୭,୦୨୦ ହେକ୍ଟର ଜମିରେ ଚାଷ ସମ୍ଭବ ହୋଇପାରି ନାହିଁ। ପୁଣି ଏଥର ଏହି ବ୍ଲକରେ କେବଳ ୨,୫୦୫ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଭଲ ବର୍ଷା ହୋଇ ନ ଥିବା ଯୋଗୁଁ ମାତ୍ର ୧୪ ଶହ ହେକ୍ଟର ଜମିରେ ଧାନ ଚାଷ ହୋଇ ପାରିଛି।

ଅଳସୀ ଦୁଷରା ଗାଁର ଚାଷୀ ଘାଷି କହିଛନ୍ତି, ବର୍ଷାକୁ ଜଗି ଜଗି ବିହନ ଗଜା ହେବାକୁ ବସିଲାଣି। ଘରେ ବିହନ ନଷ୍ଟ ହେବା ଅପେକ୍ଷା ଜମିରେ ନଷ୍ଟ ହେଉ ଭାବି ସେ ମୂଳା ଓ ଆଳୁ ଲଗାଇଛନ୍ତି। ଆଗକୁ କ’ଣ ହେବ ତାହା ସେ ଭଗବାନଙ୍କ ଉପରେ ଛାଡ଼ି ଦେଇଛନ୍ତି।

ସେମିଳିଗୁଡ଼ା ସହକାରୀ କୃଷି ଅଧିକାରୀ ସୁଭଶ୍ରୀ ବନ୍ଦିତା କହିଛନ୍ତି, ଗତବର୍ଷ ଜୁଲାଇ ମାସରେ ସେମିଳିଗୁଡ଼ା ବ୍ଲକ୍ ଅଞ୍ଚଳରେ ୩୭୫ ମିଲିମିଟରର ବର୍ଷା ହୋଇଥିଲା। କିନ୍ତୁ ଚଳିତ ବର୍ଷ ବର୍ତମାନ ସୁଦ୍ଧା ମାତ୍ର ୭୦ରୁ ୭୫ ମିଲିମିଟର ବର୍ଷା ହୋଇଛି। ଆଉ ଏହା ଗତ ବର୍ଷର ଏହି ସମୟ ତୁଳନାରେ ବହୁତ କମ୍। ତେଣୁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

[caption id="attachment_18887" align="aligncenter" width="800"]semiliguda ସେମିଳିଗୁଡ଼ାରେ ପଡ଼ିଆ ପଡିଛି ଚାଷ ଜମି[/caption]

ସେ କହିଛନ୍ତି, ବିକଳ୍ପ ବ୍ୟବସ୍ଥା ଭାବେ ଚାଷୀମାନେ ସରକାରଙ୍କ ପକ୍ଷରୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଡିଜେଲ୍ ପମ୍ପସେଟ୍ ନେଇ ଚାଷ କରିପାରିବେ। ସେହିପରି ପ୍ରତି ପଞ୍ଚାୟତରେ ଥିବା ଏଲଆଇ ପଏଣ୍ଟଗୁଡ଼ିକୁ ବ୍ୟବହାର କରି ଚାଷ କରିପାରିବେ। ଅଚଳ ଥିବା ଏଲଆଇ ପଏଣ୍ଟଗୁଡ଼ିକୁ ମରାମତି କରି ଚାଷ କାର୍ଯ୍ୟ କରାଯାଇ ପାରିବ ବୋଲି ସହକାରୀ କୃଷି ଅଧିକାରୀ କହିଛନ୍ତି।

ବ୍ଲକରେ କେତେ ଏଲଆଇ ପଏଣ୍ଟ ସଚଳ ଅଛି ଓ ଆଉ କେତେ ଅଚଳ ଅଛି ସେ ନେଇ ସେମିଳିଗୁଡ଼ା କୃଷି ବିଭାଗ ପକ୍ଷରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ତେବେ ବ୍ଲକର କୁନ୍ଦୁଲି ,ରେଙ୍ଗା, ଖୁଡ଼ି, ହାଟଗୁଡ଼ା ଓ ସାଡ଼ାମ ପଞ୍ଚାୟତରେ ସବୁ ଏଲଆଇ ପଏଣ୍ଟଗୁଡ଼ିକ ଅଚଳ ହୋଇ ପଡ଼ିଥିବା ଜଣାପଡ଼ିଛି।

ଆଗକୁ ଭଲ ବର୍ଷା ନ ହେଲେ ଏଥର ହଜାର ହଜାର ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିବା ନିଶ୍ଚିତ। ଏହାଛଡ଼ା ଚାଷ ହୋଇଥିବା ଜମିରୁ ଭଲ ଅମଳ ହେବା ନେଇ ମଧ୍ୟ ଆଶଙ୍କା ଦେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story