ବଲାଙ୍ଗିର: ଆସନ୍ତା ୧୯୭୮ ମସିହାରେ ପ୍ରତିଷ୍ଠା କରାଯାଇଥିବା ବଲାଙ୍ଗିରର ନାଁ କରା ନାଟ୍ୟ ଅନୁଷ୍ଠାନ କ୍ରାନ୍ତି। ୭୮ରୁ୯୪ ମସିହା ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ନାଟକ ପରିବେଷଣ କରି ବେଶ୍ ପ୍ରସିଦ୍ଧି ହାସଲ କରିଥିଲା କ୍ରାନ୍ତି। ବିଭିନ୍ନ କାରଣରୁ ୯୪ ମସିହାରୁ ୨୧ ବର୍ଷ ଧରି ସୁପ୍ତ ହୋଇରିହିଥିଲା ଏହି ନାଟ୍ୟ ଅନୁଷ୍ଠାନ। ଅନୁଷ୍ଠାନର ପ୍ରତିଷ୍ଠାତା ଜମାଲ୍ ଖାନଙ୍କ ଉଦ୍ୟମରେ ପୁଣିଥରେ କ୍ରାନ୍ତିର ପୁର୍ନଜନ୍ମ ହୋଇଛି। ଏଥିପାଇଁ ଗଠନ କରାଯାଇଛି ନୂତନ କମିଟି। କମିଟିର ସଭାପତି ଭାବେ ବିନାୟକ ମିଶ୍ର, ସଂପାଦକ ଭାବେ ରାଜୁ ଶର୍ମା ପ୍ରମୁଖ ରହିଛନ୍ତି। ଏହି ଉପଲକ୍ଷେ ସ୍ଥାନୀୟ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଥିଲା ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନାଟ୍ୟ ପ୍ରେମୀ ଯୋଗ ଦେଇଥିଲେ। କ୍ରାନ୍ତି ଅନୁଷ୍ଠାନ ବର୍ଷକ ଦୁଇଟି ନାଟକ ପରିବେଷଣ କରିବା ପାଇଁ ନିଷ୍ପତ୍ତି ନେଇଛି। ଏ ବର୍ଷ ପ୍ରଥମେ ଏକ ହିନ୍ଦୀ ନାଟକ ଏବଂ ପରେ କୋଶଳୀ ନାଟକ ପରିବେଷଣ କରିବ ନାଟ୍ୟ ଅନୁଷ୍ଠାନ କ୍ରାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆତ୍ମସମର୍ପଣର ୧୬ ବର୍ଷ ପରେ ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ର ପୁଲିସ
ସୂର୍ଯ୍ୟମ୍ ମାଓ ସଙ୍ଗଠନରେ ଥିବା ବେଳେ ପ୍ରେମରେ ପଡ଼ିଥିଲେ। ସେହି ସଂଗଠନରେ କାର୍ଯ୍ୟ କରୁଥିବା ପବିତ୍ରା ନାୟକଙ୍କୁ ସେ ପ୍ରେମ କରୁଥିଲେ। ପରବର୍ତ୍ତୀ ସେ ପବିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ବେଶୀ ଦିନ ସଙ୍ଗଠନରେ ରହି ପାରିନଥିଲେ।
Special
ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା
ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ କାଟୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ପଢୁଛନ୍ତି ପାଠ।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।
Special
ଜନ୍ମମାଟିର ମୋହ ବର୍ଷାଙ୍କୁ ଇଟାଲୀରୁ ଓଡ଼ିଶା ଟାଣି ଆଣିଛି
ଠିକଣା ଖୋଜୁଥିବା ବର୍ଷା ଶେଷରେ ପାଇଲେ ନୂଆ ଠିକଣା। ଆଉ ବାପା-ମାଆଙ୍କ ସହିତ ଗଲେ ବିଦେଶ। ଇଟାଲୀରେ ପାଠ ପଢ଼ିଲେ। ଏନ୍ରିକୋ ଭୋଲୋପ ଓ ତାଙ୍କ ପତ୍ନୀ ଡକ୍ଟର ପଟ୍ରଜିଆ ଜରଜୋଟି ନିଜର ଝିଅ ବର୍ଷାକୁ ବହୁ ଭଲ ପାଉଥିଲେ।
Special
କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ସମାନ ଅବସ୍ଥା; କମ୍ପ୍ୟୁଟର ଅଛି, ପଢ଼ାଇବାକୁ ଶିକ୍ଷକ ନାହାନ୍ତି
ତତ୍କାଳୀନ ବିଜେଡି ସରକାର ଶିକ୍ଷକ ନିଯୁକ୍ତିର କୌଣସି ବିଦ୍ଧିବଧ ବ୍ୟବସ୍ଥା ନକରି କୋଟି କୋଟି ଟଙ୍କାରେ ଏ ସବୁ କମ୍ପ୍ୟୁଟର କାହାକିଁ ଓ କାହା ଉଦ୍ଦେଶ୍ୟରେ କିଣିଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ।