Advertisment

‘କ୍ରାନ୍ତି’ ର  ପୁର୍ନଜନ୍ମ

ବଲାଙ୍ଗିର: ଆସନ୍ତା ୧୯୭୮ ମସିହାରେ ପ୍ରତିଷ୍ଠା କରାଯାଇଥିବା ବଲାଙ୍ଗିରର ନାଁ କରା ନାଟ୍ୟ ଅନୁଷ୍ଠାନ କ୍ରାନ୍ତି। ୭୮ରୁ୯୪ ମସିହା ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ନାଟକ ପରିବେଷଣ କରି ବେଶ୍ ପ୍ରସିଦ୍ଧି ହାସଲ କରିଥିଲା କ୍ରାନ୍ତି। ବିଭିନ୍ନ କାରଣରୁ ୯୪ ମସିହାରୁ ୨୧ ବର୍ଷ ଧରି ସୁପ୍ତ ହୋଇରିହିଥିଲା ଏହି ନାଟ୍ୟ ଅନୁଷ୍ଠାନ। ଅନୁଷ୍ଠାନର ପ୍ରତିଷ୍ଠାତା ଜମାଲ୍ ଖାନଙ୍କ ଉଦ୍ୟମରେ ପୁଣିଥରେ କ୍ରାନ୍ତିର ପୁର୍ନଜନ୍ମ ହୋଇଛି। ଏଥିପାଇଁ ଗଠନ କରାଯାଇଛି ନୂତନ କମିଟି। […]

ଅଦ୍ୟତନ ହୋଇଛି
‘କ୍ରାନ୍ତି’ ର  ପୁର୍ନଜନ୍ମ

kranti

Advertisment

ବଲାଙ୍ଗିର: ଆସନ୍ତା ୧୯୭୮ ମସିହାରେ ପ୍ରତିଷ୍ଠା କରାଯାଇଥିବା ବଲାଙ୍ଗିରର ନାଁ କରା ନାଟ୍ୟ ଅନୁଷ୍ଠାନ କ୍ରାନ୍ତି। ୭୮ରୁ୯୪ ମସିହା ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ନାଟକ ପରିବେଷଣ କରି ବେଶ୍ ପ୍ରସିଦ୍ଧି ହାସଲ କରିଥିଲା କ୍ରାନ୍ତି। ବିଭିନ୍ନ କାରଣରୁ ୯୪ ମସିହାରୁ ୨୧ ବର୍ଷ ଧରି ସୁପ୍ତ ହୋଇରିହିଥିଲା ଏହି ନାଟ୍ୟ ଅନୁଷ୍ଠାନ। ଅନୁଷ୍ଠାନର ପ୍ରତିଷ୍ଠାତା ଜମାଲ୍ ଖାନଙ୍କ ଉଦ୍ୟମରେ ପୁଣିଥରେ କ୍ରାନ୍ତିର ପୁର୍ନଜନ୍ମ ହୋଇଛି। ଏଥିପାଇଁ ଗଠନ କରାଯାଇଛି ନୂତନ କମିଟି। କମିଟିର ସଭାପତି ଭାବେ ବିନାୟକ ମିଶ୍ର, ସଂପାଦକ ଭାବେ ରାଜୁ ଶର୍ମା ପ୍ରମୁଖ ରହିଛନ୍ତି। ଏହି ଉପଲକ୍ଷେ ସ୍ଥାନୀୟ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଥିଲା ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନାଟ୍ୟ ପ୍ରେମୀ ଯୋଗ ଦେଇଥିଲେ। କ୍ରାନ୍ତି ଅନୁଷ୍ଠାନ ବର୍ଷକ ଦୁଇଟି ନାଟକ ପରିବେଷଣ କରିବା ପାଇଁ ନିଷ୍ପତ୍ତି ନେଇଛି। ଏ ବର୍ଷ ପ୍ରଥମେ ଏକ ହିନ୍ଦୀ ନାଟକ ଏବଂ ପରେ କୋଶଳୀ ନାଟକ ପରିବେଷଣ କରିବ ନାଟ୍ୟ ଅନୁଷ୍ଠାନ କ୍ରାନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe