ଅଟୋରେ ବି ମିଳୁଛି ଲଗ୍‌ଜୁରୀ କାର୍‌ର ସୁବିଧା

ମୁମ୍ବାଇ:  ଅଟୋରେ ବି ମିଳିପାରେ ଏକ ଲଗ୍‌ଜୁରୀ କାର୍‌ର ସୁବିଧା। ବିଶ୍ୱାସ ନ ହେଲେ ବି ଏହାକୁ ସତରେ ପ୍ରମାଣିତ କରିଛନ୍ତି ମୁମ୍ବାଇର ସତ୍ୟବାନ ଗିଟେ।  ସତ୍ୟବାନ ଜଣେ ଅଟୋ ଚାଳକ ହୋଇଥିବା ବେଳେ ତାଙ୍କ ନିଆରା ପଦକ୍ଷେପକୁ ଯାତ୍ରୀମାନେ ଭୁରିଭୁରି ପ୍ରଶଂସା  କରୁଛନ୍ତି । ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ପାଇଁ ସେ କରିଥିବା ପ୍ରଚେଷ୍ଠା ଦେଖଣାହାରୀଙ୍କୁ ଖୁବ୍‌ ଆକୃଷ୍ଟ କରିଛି। ଥରେ ତାଙ୍କ ଅଟୋରେ ଯାଇଥିବା ଯାତ୍ରୀ ପୁଣି ଥରେ ସେଥିରେ ଯାତ୍ରା କରିବାକୁ ଅନାଇ […]

auto

auto

Biswobandita Swain
  • Published: Monday, 25 November 2019
  • Updated: 25 November 2019, 09:48 AM IST

Sports

Latest News

ମୁମ୍ବାଇ:  ଅଟୋରେ ବି ମିଳିପାରେ ଏକ ଲଗ୍‌ଜୁରୀ କାର୍‌ର ସୁବିଧା। ବିଶ୍ୱାସ ନ ହେଲେ ବି ଏହାକୁ ସତରେ ପ୍ରମାଣିତ କରିଛନ୍ତି ମୁମ୍ବାଇର ସତ୍ୟବାନ ଗିଟେ।  ସତ୍ୟବାନ ଜଣେ ଅଟୋ ଚାଳକ ହୋଇଥିବା ବେଳେ ତାଙ୍କ ନିଆରା ପଦକ୍ଷେପକୁ ଯାତ୍ରୀମାନେ ଭୁରିଭୁରି ପ୍ରଶଂସା  କରୁଛନ୍ତି । ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ପାଇଁ ସେ କରିଥିବା ପ୍ରଚେଷ୍ଠା ଦେଖଣାହାରୀଙ୍କୁ ଖୁବ୍‌ ଆକୃଷ୍ଟ କରିଛି। ଥରେ ତାଙ୍କ ଅଟୋରେ ଯାଇଥିବା ଯାତ୍ରୀ ପୁଣି ଥରେ ସେଥିରେ ଯାତ୍ରା କରିବାକୁ ଅନାଇ ବସୁଛନ୍ତି। 

ସତ୍ୟବାନ ନିଜ ଅଟୋରେ ଯାତ୍ରୀଙ୍କ ପାଇଁ କମ୍ପ୍ୟୁଟର, ହାତ ଧୋଇବା ପାଇଁ ଗୋଟେ ବେସିନ୍ ଏବଂ ଫୋନ୍ ଚାର୍ଜ କରିବା ପାଇଁ ଚାର୍ଜିଂ ପଏଣ୍ଟର ସୁବିଧା ରଖିଛନ୍ତି। ଯାହାକି ଅନ୍ୟ ଅଟୋରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସ୍ୱପ୍ନ। ଯେଉଁଥିପାଇଁ ସତ୍ୟବାନ୍‌ଙ୍କ ଅଟୋରେ ଯିବାକୁ ଲୋକମାନେ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଅଟୋର ନାଁ ସତ୍ୟବାନ୍‌ ‘ମୁମ୍ବାଇର ପ୍ରଥମ ହୋମ୍‌ ସିଷ୍ଟମ୍‌ ଅଟୋରିକ୍ସା’ ରଖିଛନ୍ତି।

ସତ୍ୟବାନ୍‌ଙ୍କ କହିବା ଅନୁଯାୟୀ, ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ମୁଁ ଅଟୋକୁ ଏମିତି ସଜେଇଛି। ତା’ସହ ବୃଦ୍ଧବୃଦ୍ଧାଙ୍କ ପାଇଁ ୧ କିଲୋମିଟର ପର୍ଯ୍ୟନ୍ତ ଯାତ୍ରାର ଭଡା ମଧ୍ୟ ରଖାଯାଉନାହିଁ।

ଅଟୋରେ ଯିବା ସମୟରେ ଲୋକମାନେ ଫୋନ୍‌ ଚାର୍ଜ କରିପାରୁଛନ୍ତି। ଯଦି କିଛି ଖାଇବେ ତେବେ ବେସିନ୍‌ରେ ହାତ ସଫା କରୁଛନ୍ତି। କମ୍ପ୍ୟୁଟର ବ୍ୟବହାର କରୁଛନ୍ତି ଏବଂ ଆରାମରେ ବସି ଯାତ୍ରା କରିପାରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story