/odisha-reporter/media/post_attachments/uploads/2019/07/dibyanbga.jpg)
dibyanbga
ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ଇଚ୍ଛାଶକ୍ତି ଆଗରେ ସବୁ ହାର ମାନିଥାଏ। ଯଦି ଆପଣଙ୍କର କିଛି କରି ଦେଖାଇବାକୁ ଇଚ୍ଛା ରହିଛି, ତା’ହେଲେ ଆପଣଙ୍କୁ କେହି ରୋକି ପାରିବେ ନାହିଁ। ଆପଣ କେବେ ଭାବିଛନ୍ତି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି, ଯାହାର ପାଦ ନାହିଁ ଏବଂ ସେଥିପାଇଁ ଛୋଟବେଳୁ ଭଲ ଭାବେ ଚାଲି ପାରନ୍ତି ନାହିଁ, ସେ କେମିତି ତାଙ୍କ ଇଚ୍ଛାଶକ୍ତି ବଳରେ ଅସମ୍ଭବକୁ ବି ସମ୍ଭବ କରିପାରିଛନ୍ତି।
Advertisment
ବାଲେଶ୍ୱର ଜିଲ୍ଲାର ଦିବ୍ୟାଙ୍ଗ ଡ୍ୟାନ୍ସର ପ୍ରଶାନ୍ତ ରାଉତଙ୍କ ଡ୍ୟାନ୍ସ ଆପଣ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ। ସେ ଡ୍ୟାନ୍ସ କରି ବହୁ ପ୍ରଶଂସିତ ହୋଇଛନ୍ତି। ଏବେ ସେ କୋରିଓଗ୍ରାଫର ପାଲଟି ଯାଇଛନ୍ତି ଓ ଅନ୍ୟମାନଙ୍କୁ ଡ୍ୟାନ୍ସ ଶିଖାଉଛନ୍ତି।
ଏହି ଭିଡିଓ ଦେଖି ତାଙ୍କ ବିଷୟରେ ଅଧିକ କିଛି ଜାଣନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
