ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କ ଆଖିରେ ଯଦି କେହି କଳା କପଡ଼ା ବାନ୍ଧି ଦିଅନ୍ତି ତା’ହେଲେ ଆପଣଙ୍କୁ ଚତୁଃର୍ଦିଗ ଅନ୍ଧକାର ଦିଶିବ। ଏହି ସମୟରେ ଯଦି କିଛି ଦେଖିକି ଆପଣଙ୍କୁ କହିବାକୁ କୁହାଯାଏ, ସେତେବେଳେ ଆପଣ କ’ଣ କରିବେ। ଆମେ ନିଶ୍ଚିତ ଯେ, ଆପଣ କିଛି କହି ପାରିବେ ନାହିଁ। କାରଣ ଆଖି ବନ୍ଧା ଯାଇଥିବାରୁ ଆପଣଙ୍କୁ କିଛି ଦେଖାଯିବ ନାହିଁ।
କିନ୍ତୁ, ଏପରି ଜଣେ କୁନି ଝିଅ ଅଛନ୍ତି ଯାହା ପାଖରେ ଏକ ବିସ୍ମୟ ପ୍ରତିଭା ରହିଛି। ତାଙ୍କ ଆଖିରେ କଳା କପଡ଼ା ବାନ୍ଧି ଯାହା ପଚରା ଯାଉଛି ତାହା ସଠିକ୍ ସଠିକ୍ କହିଦେଉଛନ୍ତି। ଏପରିକି ସେ, ଗଣିତ ମଧ୍ୟ କଷି ପାରୁଛନ୍ତି। କେଉଁଠି ଏହି ଝିଅଙ୍କ ଘର ଆଉ କେମିତି ସେ ଏହି ଆଶ୍ଚର୍ଯ୍ୟ କଲା ଭଳି ପ୍ରତିଭା ଦେଖାଇପାରୁଛନ୍ତି ତାହା ଜାଣିବା ପାଇଁ ଦେଖନ୍ତୁ ଭିଡିଓ...
https://www.youtube.com/watch?v=CJ_zxDkdfcE
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।