Advertisment

ବିସ୍ମୟ ବାଳିକା ଆଲିସା; କଳା କପଡ଼ା ବନ୍ଧାଥିବା ଆଖିରେ ଦେଖିପାରୁଛନ୍ତି ସବୁକିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କ ଆଖିରେ ଯଦି କେହି କଳା କପଡ଼ା ବାନ୍ଧି ଦିଅନ୍ତି ତା’ହେଲେ ଆପଣଙ୍କୁ ଚତୁଃର୍ଦିଗ ଅନ୍ଧକାର ଦିଶିବ। ଏହି ସମୟରେ ଯଦି କିଛି ଦେଖିକି ଆପଣଙ୍କୁ କହିବାକୁ କୁହାଯାଏ, ସେତେବେଳେ ଆପଣ କ’ଣ କରିବେ। ଆମେ ନିଶ୍ଚିତ ଯେ,  ଆପଣ କିଛି କହି ପାରିବେ ନାହିଁ। କାରଣ ଆଖି ବନ୍ଧା ଯାଇଥିବାରୁ ଆପଣଙ୍କୁ କିଛି ଦେଖାଯିବ ନାହିଁ। କିନ୍ତୁ, ଏପରି ଜଣେ କୁନି ଝିଅ ଅଛନ୍ତି ଯାହା ପାଖରେ ଏକ ବିସ୍ମୟ ପ୍ରତିଭା ରହିଛି। […]

author-image
Rosalin Rath
ଅଦ୍ୟତନ ହୋଇଛି
ବିସ୍ମୟ ବାଳିକା ଆଲିସା; କଳା କପଡ଼ା ବନ୍ଧାଥିବା ଆଖିରେ ଦେଖିପାରୁଛନ୍ତି ସବୁକିଛି

001

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କ ଆଖିରେ ଯଦି କେହି କଳା କପଡ଼ା ବାନ୍ଧି ଦିଅନ୍ତି ତା’ହେଲେ ଆପଣଙ୍କୁ ଚତୁଃର୍ଦିଗ ଅନ୍ଧକାର ଦିଶିବ। ଏହି ସମୟରେ ଯଦି କିଛି ଦେଖିକି ଆପଣଙ୍କୁ କହିବାକୁ କୁହାଯାଏ, ସେତେବେଳେ ଆପଣ କ’ଣ କରିବେ। ଆମେ ନିଶ୍ଚିତ ଯେ,  ଆପଣ କିଛି କହି ପାରିବେ ନାହିଁ। କାରଣ ଆଖି ବନ୍ଧା ଯାଇଥିବାରୁ ଆପଣଙ୍କୁ କିଛି ଦେଖାଯିବ ନାହିଁ।

Advertisment

କିନ୍ତୁ, ଏପରି ଜଣେ କୁନି ଝିଅ ଅଛନ୍ତି ଯାହା ପାଖରେ ଏକ ବିସ୍ମୟ ପ୍ରତିଭା ରହିଛି। ତାଙ୍କ ଆଖିରେ କଳା କପଡ଼ା ବାନ୍ଧି ଯାହା ପଚରା ଯାଉଛି ତାହା ସଠିକ୍‌ ସଠିକ୍‌ କହିଦେଉଛନ୍ତି। ଏପରିକି ସେ, ଗଣିତ ମଧ୍ୟ କଷି ପାରୁଛନ୍ତି। କେଉଁଠି ଏହି ଝିଅଙ୍କ ଘର ଆଉ କେମିତି ସେ ଏହି ଆଶ୍ଚର୍ଯ୍ୟ କଲା ଭଳି ପ୍ରତିଭା ଦେଖାଇପାରୁଛନ୍ତି ତାହା ଜାଣିବା ପାଇଁ ଦେଖନ୍ତୁ ଭିଡିଓ...