ଲାଞ୍ଚ ନଦେଲେ ଏଠି ମିଳୁନି ଆବାସ ଯୋଜନାରେ ଘର

ବିନିକା (ଦିଲୀପ କୁମାର ସାହୁ): ‘ଆମ ନାଁରେ ଘର ଆସିଛି। ହେଲେ ୫ ହଜାର ଟଙ୍କା ଦେଲେ ଘର ଦେବୁ ବୋଲି କହୁଛନ୍ତି। ଆମେ ଏତେ ପଇସା କୋଉଠୁ ପାଇବୁ ଯେ ଦେବୁ ?’ ଏଭଳି ଅଭିଯୋଗ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଚେରୁପାଲି ଗାଁର ସୁବର୍ଣ୍ଣ କୁମ୍ଭାର। ତେବେ ଏହି ଅଭିଯୋଗ କେବଳ ସୁବର୍ଣ୍ଣଙ୍କର ନୁହେଁ। ଏହି ଗାଁର ବହୁ ଗରିବ ହିତାଧିକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଉ ନଥିବା କହିଛନ୍ତି। ଏସିସିଲିଷ୍ଟରେ […]

binika

binika

Jyoshna Pradhan
  • Published: Saturday, 08 August 2020
  • Updated: 08 August 2020, 02:40 PM IST

Sports

Latest News

ବିନିକା (ଦିଲୀପ କୁମାର ସାହୁ): 'ଆମ ନାଁରେ ଘର ଆସିଛି। ହେଲେ ୫ ହଜାର ଟଙ୍କା ଦେଲେ ଘର ଦେବୁ ବୋଲି କହୁଛନ୍ତି। ଆମେ ଏତେ ପଇସା କୋଉଠୁ ପାଇବୁ ଯେ ଦେବୁ ?' ଏଭଳି ଅଭିଯୋଗ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଚେରୁପାଲି ଗାଁର ସୁବର୍ଣ୍ଣ କୁମ୍ଭାର। ତେବେ ଏହି ଅଭିଯୋଗ କେବଳ ସୁବର୍ଣ୍ଣଙ୍କର ନୁହେଁ। ଏହି ଗାଁର ବହୁ ଗରିବ ହିତାଧିକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଉ ନଥିବା କହିଛନ୍ତି। ଏସିସିଲିଷ୍ଟରେ ନାଁ ଥିଲେ ବି  ସେମାନେ ବର୍ଷ ବର୍ଷ ଧରି ପକ୍କାଘର ଖଣ୍ଡେ ପାଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।

ଚେରୁପାଲି ଗାଁରେ ପ୍ରାୟ ୩୦୦ ଲୋକ ବାସବାସ କରନ୍ତି। ଏହି ଗାଁର ଅଧିକାଂଶ ଗରିବ ଶ୍ରେଣୀର ଲୋକ ଦିନ ମଜୁରୀଆ ଭାବେ କାମ କରି ପେଟ ପୋଷନ୍ତି। ହେଲେ ସେମାନଙ୍କର ଘର ଖଣ୍ଡିଏ ନଥିବାରୁ ବାଧ୍ୟହୋଇ ଭଙ୍ଗା ଦଦରା ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଅସରାଏ ବର୍ଷା ହେଲେ ମୁଣ୍ଡ ଉପରେ ପାଣି ଗଳୁଛି। ହେଲେ ପଞ୍ଚାୟତ ଅଧିକାରୀଙ୍କୁ ଲାଞ୍ଚ ନଦେଲେ ଆବାସ ଘର ମିଳୁ ନଥିବା ହିତାଧିକାରୀମାନେ କହିଛନ୍ତି।

ହିତାଧିକାରୀ ଗୀତା ଭେସେରା କହିଛନ୍ତି, “ଆମେ ଗରିବ ଲୋକ। ଫଟା ଘରେ ରହିଛୁ। ଘର ବଖରାଏ ଦିଅ ବୋଲି ସରପଞ୍ଚଙ୍କୁ କହି କହି ଥକି ଗଲୁଣୁ। ପଞ୍ଚାୟତରେ ଆମ ନାଁ ଲିଷ୍ଟ ଆସିଥିଲା। ହେଲେ ଆମକୁ ଘର ଦେଲେନି। ୩ ବର୍ଷ ହେଲାଣି ଆମ କହୁଛୁ ହେଲେ ଆମକୁ ଘର ଦିଆଯାଉ ନାହିଁ। ପଇସା ଦେଲେ ଘର ଦେବୁ ବୋଲି  କହୁଛନ୍ତି।”

ସେହିପରି ଗାଁର ଧୀରେନ୍ଦ୍ର ଦୀପ କହିଛନ୍ତି, “୫ ବର୍ଷ ହେଲାଣି ଏସିସିଲିଷ୍ଟରେ ମୋ ନାଁ ଅଛି। କିନ୍ତୁ ମୁଁ  ଘର ପାଇ ପାରୁ ନାହିଁ। ଖାଲି ଆଶ୍ୱାସନା ଦେଉଛନ୍ତି।”

ସିନ୍ଦୁରପୁରର ଅତିରିକ୍ତ ସରପଞ୍ଚ ରାଜେଶ ପ୍ରଧାନ କହିଛନ୍ତି, “ପଇସା ସମ୍ପର୍କରେ ମୁଁ କିଛି ଜାଣି ନାହିଁ। ଏସିସିଲିଷ୍ଟରେ ଯାଆ ନାଁ ଆସୁଛି ସେମାନଙ୍କୁ ଘର ଦିଆଯାଉଛି। ସର୍ଭେ ପାଇଁ ଅଫିସରମାନେ ଆସିଲେ ହିତାଧିକାରୀମାନେ ଠିକ୍‌ ସେ ରିପୋର୍ଟ ଦେଇ ପାରୁ ନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story