ପାଳି କରି ପକ୍ଷୀଙ୍କୁ ଜଗୁଛନ୍ତି ଗାଁ ଲୋକେ

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀ ସହ ସ୍ଥାନୀୟ ପକ୍ଷୀଙ୍କୁ ସୁରକ୍ଷା ଦେଇ ପ୍ରଶଂସାର ପାତ୍ର ପାଲଟିଛନ୍ତି ପୁରୀ ଜିଲ୍ଲା  କୃଷ୍ଣପ୍ରସାଦ ବ୍ଲକ୍‌ ଗମ୍ଭାରୀ ଗ୍ରାମ ପଞ୍ଚାୟତର ୪ ଖଣ୍ଡ ଗାଁର ଲୋକେ। ଏମିତିକି ଏହି ଗାଁ ଗୁଡ଼ିକରେ ଯଦି କେହି ପକ୍ଷୀ ଶିକାର କରେ ଗ୍ରାମ ସଭାରେ ତାଙ୍କୁ ଜରିମାନା ଦେବା ଭଳି କଡ଼ା ନିୟମ ମଧ୍ୟ କରାଯାଇଛି। ଗମ୍ଭାରୀ ପଞ୍ଚାୟତର ଏହି ଚାରି ଗାଁ ହେଉଛି- ଟୁଆ, ପୋରାଡ଼ି, ପୋଡ଼ାଢ଼ିହ […]

puri

puri

Jyoshna Pradhan
  • Published: Tuesday, 04 February 2020
  • Updated: 04 February 2020, 01:50 PM IST

Sports

Latest News

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀ ସହ ସ୍ଥାନୀୟ ପକ୍ଷୀଙ୍କୁ ସୁରକ୍ଷା ଦେଇ ପ୍ରଶଂସାର ପାତ୍ର ପାଲଟିଛନ୍ତି ପୁରୀ ଜିଲ୍ଲା  କୃଷ୍ଣପ୍ରସାଦ ବ୍ଲକ୍‌ ଗମ୍ଭାରୀ ଗ୍ରାମ ପଞ୍ଚାୟତର ୪ ଖଣ୍ଡ ଗାଁର ଲୋକେ। ଏମିତିକି ଏହି ଗାଁ ଗୁଡ଼ିକରେ ଯଦି କେହି ପକ୍ଷୀ ଶିକାର କରେ ଗ୍ରାମ ସଭାରେ ତାଙ୍କୁ ଜରିମାନା ଦେବା ଭଳି କଡ଼ା ନିୟମ ମଧ୍ୟ କରାଯାଇଛି।

ଗମ୍ଭାରୀ ପଞ୍ଚାୟତର ଏହି ଚାରି ଗାଁ ହେଉଛି- ଟୁଆ, ପୋରାଡ଼ି, ପୋଡ଼ାଢ଼ିହ ଓ ଗମ୍ଭାରୀ। ଏହି ଗାଁ ଗୁଡ଼ିକ ଚିଲିକା କୂଳରେ ଅବସ୍ଥିତ। ତେଣୁ ପ୍ରତିବର୍ଷ ଏହି ସବୁ ଗାଁକୁ ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀ ଆସନ୍ତି। ତେବେ ଗତ ବର୍ଷଠାରୁ ଏହି ପକ୍ଷୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ପକ୍ଷୀଙ୍କୁ ସୁରକ୍ଷା ଦେବା ଦାୟିତ୍ୱ ଏହି ଗ୍ରାମବାସୀମାନେ ନେଇଛନ୍ତି। ୪ ମାସ ହେବ ପକ୍ଷୀମାନେ ଏହି ଗାଁ ଗୁଡ଼ିକୁ ଆସୁଥିବା ବେଳେ ୪ଟି ଗାଁର ଲୋକେ ଏକତ୍ରିତ ହୋଇ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ପ୍ରତିଦିନ ପାଳି କରି ୪ଟି ଯାକ ଗାଁର ଯୁବକମାନେ ପକ୍ଷୀମାନଙ୍କୁ ଜଗୁଛନ୍ତି। ସେମାନଙ୍କ ଏଭଳି ପଦକ୍ଷେପକୁ ପକ୍ଷୀ ପ୍ରେମୀ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ପ୍ରଶଂସା କରିଛନ୍ତି।

ଏନେଇ ପୋଡ଼ାଢିହ ଗାଁର ବିକାଶ ଖୁଣ୍ଟିଆ କହିଛନ୍ତି, “ଏହି ଅଞ୍ଚଳ ପକ୍ଷୀ ମାନଙ୍କ ଘର କହିଲେ ଚଳେ। ଆମ ଗାଁରେ ସବୁ ପ୍ରକାର ପକ୍ଷୀ ରହୁଛନ୍ତି। ପକ୍ଷୀମାନଙ୍କ ବଂଶ ବିସ୍ତାର ପାଇଁ ଆମ ଗାଁ ତରଫରୁ ସେମାନଙ୍କୁ ସୁରକ୍ଷା ଦିଆଯାଉଛି।”

ଚିଲିକା ଅଞ୍ଚଳର ଜୈବ ବିବିଦ୍ଧତାକୁ ବଜାୟ ରଖିବାକୁ ହେଲେ ପକ୍ଷୀଙ୍କ ସୁରକ୍ଷା ନିତାନ୍ତ ଆବଶ୍ୟକ ହୋଇଥିବା ବେଳେ ଏଭଳି ସ୍ଥଳେ ଗମ୍ଭାରୀ ପଞ୍ଚାୟତର ଏହି ଚାରୋଟି ଗ୍ରାମବାସୀଙ୍କ ପଦକ୍ଷେପକୁ ପକ୍ଷୀ ପ୍ରେମୀ ଖୁବ ପ୍ରଶଂସା କରିଛନ୍ତି।

ଏନେଇ ପକ୍ଷୀପ୍ରେମୀ ଭୀମସେନ ସ୍ୱାଇଁ କହିଛନ୍ତି, “ଏହି ୪ଟି ଗାଁର ମିଳିତ ଉଦ୍ୟମରେ ପକ୍ଷୀମାନଙ୍କୁ ଯେପରି ସୁରକ୍ଷା ଦେବା ପାଇଁ ଚେଷ୍ଟା କରାଯାଉଛି, ତାହା ନିଶ୍ଚିତ ପ୍ରଶଂସନୀୟ। ଚିଲିକା ଉପକୂଳରେ ଥିବା ପ୍ରତିଟି ଗାଁ ପକ୍ଷୀମାନଙ୍କୁ ସୁରକ୍ଷା ଦେଲେ, ସେମାନେ ନିରାପଦରେ ରହିପାରିବେ। ଆଉ ଚିଲିକାରେ ପର୍ଯ୍ୟଟନର ବିକାଶରେ ଏହା ସହାୟକ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story