Advertisment

ସାମ୍ ପିଟ୍ରୋଡାଙ୍କ ‘ଡ୍ରିମିଂ ବିଗ୍-ମାଇଁ ଜର୍ଣ୍ଣି ଟୁ କନେକ୍ଟ ଇଣ୍ଡିଆ’ ଲୋକାର୍ପିତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଉପଦେଷ୍ଟା ସାମ୍ ପିଟ୍ରୋଡାଙ୍କ ଆତ୍ମଜୀବନୀ ‘ଡ୍ରିମିଂ ବିଗ୍-ମାଇ ଜର୍ଣ୍ଣି ଟୁ କନେକ୍ଟ ଇଣ୍ଡିଆ’କୁ ଭୁବନେଶ୍ୱରରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସ୍ୱତନ୍ତ୍ର ଉତ୍ସବରେ ସେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି। ଟିଟଲାଗଡ଼ରେ ଜନ୍ମ ଗ୍ରହଣ କରିଥିବା ପିଟ୍ରୋଡା ସଫଳତାର ଶିଖରରେ ପହଞ୍ଚିପାରିଛନ୍ତି। ୨୦୦୫ରୁ ୨୦୦୯ ଯାଏଁ ସେ ଜାତୀୟ ନଲେଜ କମିଶନ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିଜ ଶୈଶବ ଅବସ୍ଥାରେ ଓଡ଼ିଶାର ଅନୁଭୂତିକୁ ସେ ଆତ୍ମଜୀବନୀରେ […]

ଅଦ୍ୟତନ ହୋଇଛି
ସାମ ପିଟ୍ରୋଡାଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ss

Advertisment

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଉପଦେଷ୍ଟା ସାମ୍ ପିଟ୍ରୋଡାଙ୍କ ଆତ୍ମଜୀବନୀ ‘ଡ୍ରିମିଂ ବିଗ୍-ମାଇ ଜର୍ଣ୍ଣି ଟୁ କନେକ୍ଟ ଇଣ୍ଡିଆ’କୁ ଭୁବନେଶ୍ୱରରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସ୍ୱତନ୍ତ୍ର ଉତ୍ସବରେ ସେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି। ଟିଟଲାଗଡ଼ରେ ଜନ୍ମ ଗ୍ରହଣ କରିଥିବା ପିଟ୍ରୋଡା ସଫଳତାର ଶିଖରରେ ପହଞ୍ଚିପାରିଛନ୍ତି। ୨୦୦୫ରୁ ୨୦୦୯ ଯାଏଁ ସେ ଜାତୀୟ ନଲେଜ କମିଶନ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିଜ ଶୈଶବ ଅବସ୍ଥାରେ ଓଡ଼ିଶାର ଅନୁଭୂତିକୁ ସେ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି। ସେହିପରି ଓଡ଼ିଶାର ଅବଦାନକୁ ମଧ୍ୟ ଭୁଲିନାହାନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe