ସମ୍ବଲପୁର: ଖସୁଆ ରାହାସ ନାଳରେ ପୋଲ ନିର୍ମାଣ କେବେ ?

ସମ୍ୱଲପୁର: ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ଖସୁଆ ଅଞ୍ଚଳରେ ରହିଛି ରାହାସ ନାଳ । ଏହା ଉପରେ ପୋଲ ନ ଥିବାରୁ ଖୁଣ୍ଟିଣିଆ, ବ୍ରାହ୍ମଣୀ, ଲୋଲଭା ଓ ଖରସୁଆଁ ଗାଁର ଲୋକେ ହଇରାଣ ହେଉଛନ୍ତି । ବିଶେଷ କରି ବର୍ଷାଦିନେ ଯାତାୟତ ଠପ ହୋଇଯାଉଛି । ଏହି ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ବାରମ୍ବାର ଦାବି ହେଉ ଥିଲେ ମଧ୍ୟ କିଛି ଲାଭ ହେଉ ନ ଥିବା ଅଞ୍ଚଳବାସୀ ଅଭଯୋଗ କରିଛନ୍ତି ।

smb

smb

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 11:07 AM IST

Sports

Latest News

ସମ୍ୱଲପୁର: ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ଖସୁଆ ଅଞ୍ଚଳରେ ରହିଛି ରାହାସ ନାଳ । ଏହା ଉପରେ ପୋଲ ନ ଥିବାରୁ ଖୁଣ୍ଟିଣିଆ, ବ୍ରାହ୍ମଣୀ, ଲୋଲଭା ଓ ଖରସୁଆଁ ଗାଁର ଲୋକେ ହଇରାଣ ହେଉଛନ୍ତି । ବିଶେଷ କରି ବର୍ଷାଦିନେ ଯାତାୟତ ଠପ ହୋଇଯାଉଛି । ଏହି ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ବାରମ୍ବାର ଦାବି ହେଉ ଥିଲେ ମଧ୍ୟ କିଛି ଲାଭ ହେଉ ନ ଥିବା ଅଞ୍ଚଳବାସୀ ଅଭଯୋଗ କରିଛନ୍ତି ।smb

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନ ଉପରେ ଗୁରୁତ୍ୱ ଦେଉଛନ୍ତି । ପ୍ରତି ଗାଁକୁ ସଂଯୋଗ ଲାଗି ରାସ୍ତା ନିର୍ମାଣ ହେଉଛି । ଏଥିପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ବିଶେଷ କରି ମାଓବାଦୀ ପ୍ରବଣ ଅଞ୍ଚଳରେ ଗମନାଗମନ ସୁବିଧା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଖସୁଆ ଅଞ୍ଚଳ ମାଓବାଦୀ ପ୍ରବଣ ଓ ବଣପାହାଡ ଘେରା ଇଲାକା ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ ଭଲ ରାସ୍ତାଟିଏ ଆଜି ମଧ୍ୟ ସାତ ସପନ ପାଲଟିଛି । ଜଙ୍ଗଲ ମଧ୍ୟରେ ଯାଇଥିବା ଏହି ରାସ୍ତାଟି ଆରଡି ବିଭାଗ ଅଧୀନରେ ରହିଛି । ରାସ୍ତାଟି ଖାଲଖମାପୂର୍ଣ୍ଣ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାକୁ ମରାମତି କରାଯାଉନାହିଁ । ବିଶେଷ କରି ରାହସ ନାଳରେ ପୋଲ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି ।smb1

ନାଳର ଆର ପାଖରେ ଖୁଣ୍ଟିଣିଆ, ବ୍ରାହ୍ମଣୀ, ଲୋଲଭା ଓ ଖରସୁଆଁ ଗାଁ ରହିଛି । ଅନ୍ୟଦିନେ ଯାହା ଯେମିତି କାମ ଚଳିଯାଉଥିଲେ ବି ବର୍ଷାଦିନେ ଗମନାଗମନ ଏକ ପ୍ରକାର ଠପ ହୋଇଯାଉଛି । ଅଞ୍ଚଳବାସୀ ସବୁ କାମ ଲାଗି ଚାରମାଳ ଉପରେ ନିର୍ଭର କରିଥାନ୍ତି । ମାତ୍ର ନାଳ ଉପରେ ପୋଲ ନ ଥିବାରୁ ଅଞ୍ଚଳବାସୀ ବର୍ଷାଦିନେ ଚାରମାଳକୁ ଯାଇପାରି ନ ଥାନ୍ତି । କେହି ରୋଗରେ ପଡିଲେ ଡାକ୍ତରଖାନା ନେବାକୁ ସମ୍ପର୍କୀୟଙ୍କୁ ବହୁ ହଇରାଣ ହେବାକୁ ପଡୁଛି । ଏପରି କି ଖଟରେ ରୋଗୀଙ୍କୁ ବୁହାଯାଇ ନାଳ ପାର କରାଯାଉଛି ।smb2

ଏ ନେଇ ଅଞ୍ଚଳର ଗୋବିନ୍ଦ ଭୋଇ ଏବଂ ବାସନ୍ତୀ ଶବର କହିଛନ୍ତି ଯେ, ବର୍ଷାଦିନେ ଯାତାୟତରେ ବହୁ ଅସୁବିଧା ହେଉଛି । ନାଳରେ ଅଧିକ ପାଣି ଆସିଲେ ଗମନାଗମନ ଠପ ହୋଇଯାଉଛି । ବାରମ୍ବାର ଦାବି କଲେ ମଧ୍ୟ ନାଳ ଉପରେ ପୋଲ ନିର୍ମାଣ ଲାଗି କୌଣସି ପଦକ୍ଷେପ ନିଆଯାଉନାହିଁ । ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ଯୋଗାଯୋଗ କରାଯବାରୁ ସେ କହିଛନ୍ତି,  ନାଳ ଉପରେ ପୋଲ ନିର୍ମାଣ ଲାଗି ସର୍ଭେ କରାଯାଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସରକାରୀ ଅନୁମତି ମିଳିବା ପରେ ପୋଲ କାମ ଆରମ୍ଭ ହେବ ବୋଲି ଯନ୍ତ୍ରୀ ପୁରୋହିତ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏଥିପାଇଁ ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କ।ର ବ୍ୟୟ ଅଟକଳ ରଖାଯାଇଛି । ବିଜୁ ସେତୁ ଯୋଜନାରେ ଏହି ପୋଲ ନିର୍ମାଣ କରାଯିବ । ସୂଚନାଯୋଗ୍ୟ ଯେ, ଚାରମାଲ-ଖସୁଆ ରାସ୍ତାରେ ୨ କୋଟି ୬ ଲକ୍ଷ ଟଙ୍କ। ବ୍ୟୟ ଅଟକଳରେ ନିର୍ମାଣାଧିନ ଏକ ପୋଲ ଗତ ୩ ତାରିଖରେ ଭୁଷୁଡି ପଡିଥିଲା। ନିମ୍ନମାନର କାମ ଯୋଗୁ ଏହା ଭୁଷୁଡି ପଡିଥିବା ଅଭିଯୋଗ ହେଉଛି । ଏପରି ସ୍ଥିତିରେ ରାହାସ ନାଳ ଉପରେ ନିର୍ମାଣ ହେବାକୁ ଥିବା ପୋଲ କାମର ଗୁଣବତ୍ତା ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story