କରୋନାର ନୂଆ ସାଇଡ-ଇଫେକ୍ଟ, ମେରୁଦଣ୍ଡକୁ କରୁଛି ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଗୋଟିଏ ପଟେ ଏହି ମହାମାରୀ ତା’ର ରୂପ ବଦଳାଇ ଥିବାବେଳେ ଅନ୍ୟପଟେ ଏହାର ନୂଆ ନୂଆ ସାଇଡ-ଇଫେକ୍ଟ ମଧ୍ୟ ସାମ୍ନାକୁ ଆସିଛି । କରୋନାରୁ ଠିକ ହେବା ପରେ ମଧ୍ୟ ମଣିଷ ଶରୀରରେ ଏହାର ପ୍ରଭାବ ରହୁଛି । ଏଥିପାଇଁ ସଂକ୍ରମିତ ବ୍ୟକ୍ତି ଅନେକ ସମସ୍ୟାର ସାମ୍ନା କରୁଛନ୍ତି । କାହାର ମୁଣ୍ଡ ବୁଲାଉଛି ତ ଆଉ କିଏ ଦୁର୍ବଳ ଅନୁଭବ କରୁଛି । […]

spine

spine

Madhupriya Mistry
  • Published: Wednesday, 30 December 2020
  • Updated: 30 December 2020, 01:30 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଗୋଟିଏ ପଟେ ଏହି ମହାମାରୀ ତା’ର ରୂପ ବଦଳାଇ ଥିବାବେଳେ ଅନ୍ୟପଟେ ଏହାର ନୂଆ ନୂଆ ସାଇଡ-ଇଫେକ୍ଟ ମଧ୍ୟ ସାମ୍ନାକୁ ଆସିଛି । କରୋନାରୁ ଠିକ ହେବା ପରେ ମଧ୍ୟ ମଣିଷ ଶରୀରରେ ଏହାର ପ୍ରଭାବ ରହୁଛି । ଏଥିପାଇଁ ସଂକ୍ରମିତ ବ୍ୟକ୍ତି ଅନେକ ସମସ୍ୟାର ସାମ୍ନା କରୁଛନ୍ତି । କାହାର ମୁଣ୍ଡ ବୁଲାଉଛି ତ ଆଉ କିଏ ଦୁର୍ବଳ ଅନୁଭବ କରୁଛି । ଏହି ତାଲିକାରେ ଏବେ ନୂଆ ସମସ୍ୟା ଯୋଡି ହୋଇଛି ।

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମେରୁଦଣ୍ଡରେ ସଂକ୍ରମଣ ହେଉଥିବା ମୁମ୍ବାଇର ଜଣେ ଡାକ୍ତର କହିଛନ୍ତି । କିଛି ବୟସ୍କ ବ୍ୟକ୍ତିଙ୍କ ଠାରେ ଏହି ଲକ୍ଷଣ ଦେଖିବାକୁ ମିଳିଛି ।  ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ଭାଇରାଲ ଜ୍ୱର ହେବା ଯୋଗୁଁ ୬ ଜଣ ବୟସ୍କ ବ୍ୟକ୍ତିଙ୍କୁ ମୁମ୍ବାଇ ଜୁହୁ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହଇଥିଲେ । ଚିକିତ୍ସା ବେଳେ ଏ ସମସ୍ତଙ୍କ ମେରୁଦଣ୍ଡ ହାଡ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାପରେ ୪ ସପ୍ତାହ ଯାଏଁ ଏମାନଙ୍କୁ ଚିକିତ୍ସା କରାଯାଇଥିଲା ।

ଜଣେ ବରିଷ୍ଠ ସର୍ଜନ ଡାକ୍ତରଙ୍କ କହିବା ମୁତାବକ, ଏହି ୬ ଜଣ ବୟସ୍କ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୬ଜଣଙ୍କ  ମଧ୍ୟରୁ ୫ଜଣଙ୍କ ଠାରେ ଭୂତାଣୁ ଅତ୍ୟଧିକ ମାତ୍ରାରେ ଥିବା ଚିହ୍ନଟ ହୋଇଥିଲା । ସଂକ୍ରମଣ ଏତେ ବଢ଼ିଥିଲା ଯେ ମେରୁଦଣ୍ଡ ହାଡକୁ ବ୍ୟାପି ଯାଇଥିଲା । ଏହାପରେ ୫ଜଣ ବୟସ୍କ ବ୍ୟକ୍ତିଙ୍କ ମେରୁଦଣ୍ଡ ଅପରେସନ କରିବାକୁ ପଡିଥିଲା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଏହି ରୋଗୀଙ୍କୁ ୩ ମାସ ସମୟ ଲାଗିଥିଲା ବୋଲି ଡାକ୍ତର କହିଛନ୍ତି ।

ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ କହିଛନ୍ତି ଯେ, ତାଙ୍କ ବାପା କରୋନାରେ ପୀଡିତ ଥିଲେ । ୧୦ ଦିନ ପରେ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ । କିନ୍ତୁ ଘରକୁ ଫେରିବା ପରେ ସେ ତାଙ୍କ ପିଠିର ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ମେରୁଦଣ୍ଡ ସଂକ୍ରମିତ ହୋଇଥିବା ଡାକ୍ତରମାନେ କହିଥିଲେ ।

ଯଦି ମେରୁଦଣ୍ଡ ସଂକ୍ରମିତ ହୋଇଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି ଜଣେ ଡାକ୍ତର କହିଛନ୍ତି । ସେହିପରି ମୁମ୍ବାଇର ଅନ୍ୟ ଜଣେ ଡାକ୍ତର କହିଛନ୍ତି, କେବଳ ହସ୍ପିଟାଲ ଆଇସିୟୁରେ ଥିବା ବ୍ୟାକ୍ଟେରିଆ ଯୋଗୁଁ ରୋଗୀଙ୍କ ମେରୁଦଣ୍ଡ ସଂକ୍ରମିତ ହୋଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story