Advertisment

ହୁସିଆର୍ ରୁହନ୍ତୁ: ସଂପୂର୍ଣ୍ଣ ଅଚଳ ହୋଇଯାଇ ପାରେ ଆପଣଙ୍କ ଶରୀର, ଜାଣନ୍ତୁ ମେରୁଦଣ୍ଡ ସଂପର୍କରେ କିଛି ଜରୁରି ତଥ୍ୟ

ସ୍ପାଇନାଲ୍ କର୍ଡ ଇଞ୍ଜୁରି ବା ମେରୁଦଣ୍ଡ ଆଘାତ ଏକ ଗୁରୁତର ସମସ୍ୟା। ବିଭିନ୍ନ କାରଣରୁ ମେରୁଦଣ୍ଡ ଉପରେ ଆଘାତ ଆସିଲେ ଏହା ଆମ ସଂପୂର୍ଣ୍ଣ ଶରୀରର ଚଳନ ଶକ୍ତିକୁ ଦୁର୍ବଳ କରିଦିଏ। ଚାଲିବା, ବସିବା, କାଶିବା, ହସିବା ପ୍ରଭୃତି କାମ ପାଇଁ ଶରୀରକୁ କଷ୍ଟ ହୁଏ। ତେଣୁ ଆମେମାନେ ଏଥିପାଇଁ ବେଶୀ ଯତ୍ନବାନ ହେବା ଜରୁରୀ। କୌଣସି କଷ୍ଟ କାମ କରୁଥିବା ବେଳେ ବା ନିଜ ଶରୀରର ଦକ୍ଷତା ବାହାରେ କୌଣସି କାମ କଲାବେଳେ ଆଉଥରେ ଭାବନ୍ତୁ। କୌଣସି ଓଜନିଆ ବସ୍ତୁ ଟେକିଲା ବେଳେ ବି ଟିକେ ନିଜର ମେରୁଦଣ୍ଡ ପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ ଆପଣ ନିଜକୁ ଏକ ବିପଦ ଭିତରକୁ ଠେଲି ଦେଲା ଭଳି କଥା ହେବ। ସେହିପରି ଦୁର୍ଘଟଣା ଯୋଗୁ ବି ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇପାରେ। ତଳ ପଡ଼ିଗଲେ ହୁଏତ କେତେବେଳେ କେମିତି ମେରୁଦଣ୍ଡ ମାଡ଼ ହୋଇଯାଇ ପାରେ। ଆସନ୍ତୁ ଶୁଣିବା ମେରୁଦଣ୍ଡ ଆଘାତ କେତେପ୍ରକାର ଓ ସଂପର୍କିତ ସଂପୂର୍ଣ୍ଣ ବିବରଣୀ। ଟିପ୍ସ ଦେଇଛନ୍ତି ଜଣାଶୁଣା ଡାକ୍ତର ସନାତନ ବେହେରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe