ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରେମ ପର୍ବର ଆରମ୍ଭ ଦିନରେ ରେଡ୍ ରୋଜ୍ ଦେଇଥିଲେ। ଯାହା ହୁଏତ ମଉଳି ଯାଇଥିବ। ଆଉ ସେ ଦିନ ମନକଥାବି କହିଦେଲେ। ଦୁଷ୍ଟ ନଜରରେ ତାଙ୍କୁ ଏମିତି ଆଖିଠାର ମାରିଲେ ଯେ, ସେ ଖାଲି ଘାରି ହେଉଛନ୍ତି। ଆପଣଙ୍କ ସେଇ ୮ ଅକ୍ଷର ତାଙ୍କୁ ରାତିରେ ଏବେ ଶୁଆଇ ଦେଉନି। ଆପଣ ଦେଇଥିବା ଚକଲେଟ୍ ବି ପାଟିରେ ମିଳେଇ ତାଙ୍କୁ ହସେଇ ଦେଇଥିଲା ଆଉ ଆପଣଙ୍କ ପ୍ରେମରେ କେତେ ମିଠା ଅଛି ସେ କଥା ବି କହି ସାରିଛି।
ଆଉ ଆଜି ପାଳି ପଡିଛି ସେଇ ସୁନ୍ଦର କଣ୍ଢେଇର। ଯାହାକୁ ଉପହାର ଦେଇ ଆପଣଙ୍କ ଉପସ୍ଥିତି ଯେ, ସବୁବେଳେ ତାଙ୍କ ସହ ଅଛି ତାହାକୁ ପ୍ରମାଣିତ କରନ୍ତୁ।
ଡେରି କରି ଜମା ଭୁଲ୍ କରନ୍ତୁନି। କଣ୍ଢେଇ ପରି ଡଉଲଡାଉଲ ଆପଣଙ୍କ ଭ୍ୟାଲେଣ୍ଟାଇନ୍ଙ୍କୁ ଗୋଟେ ଗୁଲୁଗୁଲିଆ ଟେଡି ଦିଅନ୍ତୁ, ଯାହାକୁ ଦେଖି ସେ ହସିବେ ଆଉ ଘାରି ହେଉହେଉ କହୁଥିବେ ମୋ ଭ୍ୟାଲେଣ୍ଟାଇନ୍... ଶୋ ... ଫନି...।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...