ଚାଣକ୍ୟ ନୀତି: ଆପଣଙ୍କ ସଫଳତା ଆପଣଙ୍କ ଚେଷ୍ଟା ଉପରେ ନିର୍ଭର କରେ

ଆଚାର୍ଯ୍ୟ ଚାଣକ୍ୟ ବହୁତ କିଛି ଭଲ ଉପଦେଶ ଦେଇଯାଇଛନ୍ତି। ସଫଳତାକୁ ନେଇ ସେ ଯାହା କହିଛନ୍ତି, ଆଜିର ସମୟରେ ଚାକିରି ଓ ବ୍ୟବସାୟରେ ତା’କୁ କାମରେ ଲଗାଇଲେ ସଫଳତା ଆପଣାଛାଏଁ ଆସି ପାରିବ। ସେ ତାଙ୍କ ନୀତିଶାସ୍ତ୍ରର ଚତୁର୍ଥ ଅଧ୍ୟାୟର ୧୮ତମ ଶ୍ଲୋକରେ ସଫଳତାର ସୂତ୍ର ଉଲ୍ଲେଖ କରିଛନ୍ତି। ଏହାବାଦ୍ ଆଉ ଏକ ସଫଳତାର ସୂତ୍ର ଷଷ୍ଠ ଅଧ୍ୟାୟର ୧୬ତମ ଶ୍ଲୋକରେ କହିଛନ୍ତି। ଏଥିରେ ସେ କହିଛନ୍ତି, କୌଣସି କାମ ଆରମ୍ଭ କରିବା ବେଳେ କିଛି ନିର୍ଦ୍ଦିଷ୍ଟ […]

chanakya

chanakya

Rakesh Mallick
  • Published: Tuesday, 11 September 2018
  • Updated: 11 September 2018, 02:30 AM IST

Sports

Latest News

ଆଚାର୍ଯ୍ୟ ଚାଣକ୍ୟ ବହୁତ କିଛି ଭଲ ଉପଦେଶ ଦେଇଯାଇଛନ୍ତି। ସଫଳତାକୁ ନେଇ ସେ ଯାହା କହିଛନ୍ତି, ଆଜିର ସମୟରେ ଚାକିରି ଓ ବ୍ୟବସାୟରେ ତା'କୁ କାମରେ ଲଗାଇଲେ ସଫଳତା ଆପଣାଛାଏଁ ଆସି ପାରିବ।

ସେ ତାଙ୍କ ନୀତିଶାସ୍ତ୍ରର ଚତୁର୍ଥ ଅଧ୍ୟାୟର ୧୮ତମ ଶ୍ଲୋକରେ ସଫଳତାର ସୂତ୍ର ଉଲ୍ଲେଖ କରିଛନ୍ତି। ଏହାବାଦ୍ ଆଉ ଏକ ସଫଳତାର ସୂତ୍ର ଷଷ୍ଠ ଅଧ୍ୟାୟର ୧୬ତମ ଶ୍ଲୋକରେ କହିଛନ୍ତି।

ଏଥିରେ ସେ କହିଛନ୍ତି, କୌଣସି କାମ ଆରମ୍ଭ କରିବା ବେଳେ କିଛି ନିର୍ଦ୍ଦିଷ୍ଟ କଥା ଉପରେ ଗୁରୁତ୍ୱ ଦେଲେ ସଫଳତା ମିଳିବାର ସମ୍ଭାବନା ବଢ଼ିଯାଇଥାଏ। ସେ କହିଛନ୍ତି, ସଫଳତା ଜଣଙ୍କର ଚେଷ୍ଟା ଉପରେ ନିର୍ଭର କରିଥାଏ।

ଚାଣକ୍ୟଙ୍କ ମତରେ, ଜଣେ ବ୍ୟକ୍ତି ସଫଳତା ପାଇବାକୁ ହେଲେ ପୂରା ଇଚ୍ଛାଶକ୍ତିର ସହ କାମ କରିବାକୁ ପଡ଼ିବ। ବାଘ ଯେମିତି ସୁଚିନ୍ତିତ ଓ ଯୋଜନାବଦ୍ଧ ଉପାୟରେ ଶିକାର କରିଥାଏ, ସେମିତି ଚେଷ୍ଟା କରିବାକୁ ପଡ଼ିବ। କାମ ଛୋଟ ହେଉ କି ବଡ଼, ଯଦି ଆମେ ଶତ ପ୍ରତିଶତ ଚେଷ୍ଟା କରିବା ତେବେ ସଫଳତା ନିଶ୍ଚିତ ମିଳିବ।

ତାଙ୍କ ମତରେ, ବାଘ କେବେ ନିଜ ଶିକାରକୁ ହାତଛଡ଼ା କରିନଥାଏ। କାରଣ ସେ ଯେତେବେଳେ ଶିକାର ଉପରେ ଆକ୍ରମଣ କରିଥାଏ, ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥାଏ। ଏହି କାରଣରୁ ସେ କେବେ ଅସଫଳ ହୋଇ ନଥାଏ। ଆମକୁ ବାଘ ପରି ଲକ୍ଷ୍ୟ ଆଡ଼କୁ ଆଗକୁ ବଢ଼ିବାକୁ ପଡ଼ିବ। କାମରେ କୌଣସି ପ୍ରକାର ଅଣଦେଖା କରିଲେ ଲକ୍ଷ୍ୟ ଦୂରେଇ ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story