ଏହିସବୁ ସ୍ଥାନରେ ରହିଛି ପୃଥିବୀର ୬ଟି ଭୟଙ୍କର ପୋଲ

  ପୋଲ ଦେଇ ଯିବାକୁ ହେଲେ ଆପଣଙ୍କ ଛାତିକୁ ପଥର କରିବାକୁ ପଡ଼ିବ। କିନ୍ତୁ ଏହିସବୁ ପୋଲର ନିର୍ମାଣଶୈଳୀ ଓ ପୋଲ ଉପରେ ଯାତ୍ରାର ରୋମାଞ୍ଚ ଏପରି ଅନୁଭବ ଦିଏ ଯେ, ବିପଦପୂର୍ଣ୍ଣ ହୋଇଥିଲେ ବି ଲୋକେ ଏହି ପୋଲ ଦେଇ ଥରେ ଯିବାକୁ ଇଚ୍ଛା ଅବଶ୍ୟ ଜାହିର କରିବେ। ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର୍‌): ଆପଣ ବିଭିନ୍ନ ପ୍ରକାର ପୋଲ ଦେଖିଥିବେ। ଏହା ଉପର ଦେଇ ଯାଇଥିବେ ମଧ୍ୟ। କିଛି ପୋଲର୍ ନିର୍ମାଣ ଶୈଳୀ ଆପଣଙ୍କୁ ବେଶ […]

bridge

bridge

Premananda Dash
  • Published: Friday, 07 September 2018
  • Updated: 07 September 2018, 03:39 AM IST

Sports

Latest News

ପୋଲ ଦେଇ ଯିବାକୁ ହେଲେ ଆପଣଙ୍କ ଛାତିକୁ ପଥର କରିବାକୁ ପଡ଼ିବ। କିନ୍ତୁ ଏହିସବୁ ପୋଲର ନିର୍ମାଣଶୈଳୀ ଓ ପୋଲ ଉପରେ ଯାତ୍ରାର ରୋମାଞ୍ଚ ଏପରି ଅନୁଭବ ଦିଏ ଯେ, ବିପଦପୂର୍ଣ୍ଣ ହୋଇଥିଲେ ବି ଲୋକେ ଏହି ପୋଲ ଦେଇ ଥରେ ଯିବାକୁ ଇଚ୍ଛା ଅବଶ୍ୟ ଜାହିର କରିବେ।

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର୍‌): ଆପଣ ବିଭିନ୍ନ ପ୍ରକାର ପୋଲ ଦେଖିଥିବେ। ଏହା ଉପର ଦେଇ ଯାଇଥିବେ ମଧ୍ୟ। କିଛି ପୋଲର୍ ନିର୍ମାଣ ଶୈଳୀ ଆପଣଙ୍କୁ ବେଶ ଆକୃଷ୍ଟ ବି କରିଥିବ, ଯାହାକୁ ଆପଣ କେବେ ଭୁଲି ପାରିବେ ନାହିଁ। ସାରା ପୃଥିବୀରେ ଏମିତି ବି କିଛି ପୋଲ ରହିଛି, ଯାହାକୁ ଦେଖିଲେ ଆଖି ଲାଖିଯିବ। ଆଉ ଏପରି ବି କିଛି ପୋଲ ରହିଛି, ଯାହା ଉପରେ ଯିବା ବିପଦକୁ ଆମନ୍ତ୍ରଣ କରିବା ସହ ସମାନ। ଏହି ପୋଲ ଦେଇ ଯିବାକୁ ହେଲେ ଆପଣଙ୍କ ଛାତିକୁ ପଥର କରିବାକୁ ପଡ଼ିବ। କିନ୍ତୁ ଏହିସବୁ ପୋଲର ନିର୍ମାଣଶୈଳୀ ଓ ପୋଲ ଉପରେ ଯାତ୍ରାର ରୋମାଞ୍ଚ ଏପରି ଅନୁଭବ ଦିଏ ଯେ, ବିପଦପୂର୍ଣ୍ଣ ହୋଇଥିଲେ ବି ଲୋକେ ଏହି ପୋଲ ଦେଇ ଥରେ ଯିବାକୁ ଇଚ୍ଛା ଅବଶ୍ୟ ଜାହିର କରିବେ।

ଏବେ ଆସନ୍ତୁ ଜାଣିବା, ଏହିପରି ଭୟଙ୍କର ଆଉ ରୋମାଞ୍ଚଭରା ଯାତ୍ରାର ଅନୁଭବ ଦେଉଥିବା, ପୃଥିବୀର ୬ଟି ପୋଲ ସମ୍ପର୍କରେ।

bridge

ମିଲାଉ ୱିଡ୍‌ଟେ ବ୍ରିଜ୍‌, ଫ୍ରାନ୍ସ (Millau Viaduct Bridge, France): ଏହା ହେଉଛି ପୃଥିବୀର ଅନ୍ୟତମ ଉଚ୍ଚା ବ୍ରିଜ୍‌ । ଫ୍ରାନ୍‌ସର ଏହି ଉଚ୍ଚତ୍ତମ ପୋଲ ପ୍ୟାରିସ୍ ସହରର ପ୍ରସିଦ୍ଧ ଆଇଫେଲ ଟାୱରଠାରୁ ୧୩୨ ଫୁଟ୍‌ (୪୦ ମିଟର୍‌) ଅଧିକ ଉଚ୍ଚା। ଏହାର ସମୁଦାୟ ଉଚ୍ଚତା 270 ମିଟର୍‌ ବା 890 ଫୁଟ । ଟର୍ନ ଘାଟି ଉପରେ ମୋଟା ତାର ବା କ୍ୟାବଲ  ସାହାଯ୍ୟରେ ଏହି ପୋଲ ନିର୍ମାଣ କରାଯାଇଛି। ଏହାକୁ ଆଧୁନିକ ଇଂଜିନିୟରିଂର ଦୁର୍ମୂଲ୍ୟ ସମ୍ପଦ ବୋଲି କୁହାଯାଇଥାଏ।
୨୦୦୧ ଅକ୍ଟୋବରରେ ଏହାର କାମ ଆରମ୍ଭ ହୋଇଥିଲା। ପ୍ରାୟ ୩ ବର୍ଷ ଭିତରେ ଏହାର କାମ ଶେଷ ହୋଇଥିଲା। ୨୦୦୪ ଡିସେମ୍ବରରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା। ଏହାର ନିର୍ମାଣରେ ୨,୪୯୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଟର୍ନ ଘାଟିରେ ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ଏହାକୁ ନିର୍ମାଣ କରାଯାଇଛି।

bridge

ଟ୍ରିଫ୍ଟ ବ୍ରିଜ୍‌, ସ୍ୱିଜରଲ୍ୟାଣ୍ଡ୍‌ (Trift Bridge, Switzerland): ୧୦୦ ମିଟର୍‌ ଉଚ୍ଚା ଓ ୭୦ ମିଟର୍‌ ଲମ୍ବାର ଏହି ବ୍ରିଜ୍‌ ୨୦୦୪ରେ ନିର୍ମିତ ହୋଇଥିଲା। ଏହି ବ୍ରିଜ୍‌ ଆଲ୍‌ପ୍ସ ପର୍ବତର ଟ୍ରିଫିସ୍‌ (Lake Triphis) ହ୍ରଦ ଉପରେ ନିର୍ମାଣ କରାଯାଇଛି।
ଏହି ପୋଲ ଉପରେ ଚାଲିବାକୁ ହେଲେ ଆପଣଙ୍କ ହୃଦୟ ଓ ମନ ଦୃଢ଼ ହେବା ଆବଶ୍ୟକ। ଏହି ବ୍ରିଜ୍‌କୁ ଦେଖିବାକୁ ପ୍ରତିବର୍ଷ ୨୦,୦୦୦ରୁ ଅଧିକ ପର୍ଯ୍ୟଟକ ଆସିଥା’ନ୍ତି।

bridge

ରୟାଲ ଜର୍ଜ ବ୍ରିଜ୍‌, କଲରାଡୋ (Royal Gorge Bridge, Colorado): ଆର୍କାନ୍‌ସାସ୍‌ (Arkansas River) ନଦୀ ଉପରେ ୯୫୫ ଫୁଟ୍‌ ଉଚ୍ଚାରେ ରହିଥିବା ଏହି ପୋଲ ଆମେରିକାର ଉଚ୍ଚତମ ବ୍ରିଜ୍‌। ୧୯୨୯ରୁ ୨୦୦୧ ପର୍ଯନ୍ତ ଏହା ଦୁନିଆର ସବୁଠାରୁ ଉଚ୍ଚା ପୋଲ ଥିଲା। ତେବେ ୨୦୦୧ରେ ନିର୍ମିତ ଚୀନ୍‌ର ଲିୟୁ ଗୁଆଂ ବ୍ରିଜ୍‌ ଏହାର ରେକର୍ଡକୁ  ଭାଙ୍ଗି ଦେଇଥିଲା। ତେବେ ୨୦୧୨ ପର୍ଯ୍ୟନ୍ତ ଏହା ପୃଥିବୀର ୧୦ଟି ଉଚ୍ଚତମ ପୋଲ ତାଲିକାରେ ସ୍ଥାନ ପାଇଥିଲା।
୧୯୨୯ ମସିହାରେ ମାତ୍ର ୬ ମାସରେ ଏହାର ନିର୍ମାଣ କରାଯାଇଥିଲା। ସେ ସମୟରେ ଏହି ପୋଲ ନିର୍ମାଣ ପାଇଁ ୩ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର୍‌ ଖର୍ଚ୍ଚ ହୋଇଥିଲା।

bridge

ଚେସାପିକ୍‌ ବ୍ରିଜ୍‌, ଆମେରିକା: ଗାଡ଼ି ଡ୍ରାଇଭ୍‌ ପାଇଁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବ୍ରିଜ୍‌ ହେଲା ଚେସାପିକ୍। ଏପରିକି ଏହି ପୋଲ ପାର ହେବାକୁ ସାଧାରଣ ଲୋକେ ଡରିଥା’ନ୍ତି। ଏପରି ଲୋକଙ୍କ ପାଇଁ କିଛି ଏଜେନ୍ସି ଡ୍ରାଇଭର୍‌ ଯୋଗାଇ ଦେଇଥା’ନ୍ତି। 
ଏହାର ଲମ୍ବା ପ୍ରାୟ ୭ କିଲୋମିଟର୍‌। ଏହା ଆମେରିକାର ମ୍ୟାରିଲ୍ୟାଣ୍ଡ୍‌ରେ ରହିଛି। ଏହା ସହରର ଗ୍ରାମୀଣ ପୂର୍ବତଟ ସହ ପଶ୍ଚିମତଟକୁ ସଂଯୋଗ କରୁଛି। ୧୯୫୨ରେ ସାଧାରଣ ଲୋକଙ୍କ ପାଇଁ ଏହାକୁ ଖୋଲାଯାଇଥିଲା।

bridge ମ୍ୟାରୀଏନ୍‌ବ୍ରକ୍‌, ଜର୍ମାନୀ (Marienbrucke, Germany): ଆଲ୍‌ପ୍ସ ପର୍ବତମାଳାର ଦୁଇଟି ଶିଖରକୁ ଯୋଡ଼ି ଏହି ବ୍ରିଜ୍‌ ନିର୍ମାଣ ହୋଇଛି। ଏହାର ଅନ୍ୟ ନାମ କ୍ୱିନ ମ୍ୟାରୀ ବ୍ରିଜ। ରୋମାଞ୍ଚକର ଅନୁଭୂତି ପାଇଁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ବ୍ରିଜ୍‌ର ଉଚ୍ଚତା ୯୦ ମିଟର (୨୯୫ ଫୁଟ୍‌)।

bridge

ତମନ୍‌ ନେଗାରା ନ୍ୟାସନାଲ୍‌ ପାର୍କ ବ୍ରିଜ, ମ୍ୟାଲେସିଆ (Taman Negara National Park Bridge, Malaysia): ଏହି ବିପଦପୂର୍ଣ୍ଣ ଓ ରହସ୍ୟଭରା ଝୁଲା ପୋଲଟି ମ୍ୟାଲେସିଆର ତମନ୍‌ ନେଗାରା ନ୍ୟାସନାଲ୍‌ ପାର୍କରେ ରହିଛି। ଏହାର ଲମ୍ବା ୫୩୦ ମିଟର୍‌ ଓ ଉଚ୍ଚତା ୪୦ ମିଟର୍‌। ବର୍ଷାଦିନେ ଏହି ବ୍ରିଜ୍‌ଟି ଆହୁରି ଅଧିକ ବିପଦପୂର୍ଣ୍ଣ ହୋଇଯାଇଥାଏ। ଏହା ହେଉଛି ବିଶ୍ୱରେ ଥିବା ପାଦଚଲା ପୋଲ ଭିତରେ ସବୁଠାରୁ ଲମ୍ବା ପୋଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story