କରୋନା ସଂକଟ: ଘରେ, ବାହାରେ ଓ ଅଫିସରେ କିଭଳି ରହିବେ ସୁରକ୍ଷିତ?

କରୋନା ଭୂତାଣୁ ଲାଗି ସାରା ଦେଶ ଲକଡାଉନ ଅଛି। ୩ଟି ପର‌୍ୟ୍ୟାୟରେ ଦେଶରେ ୬୪ ଦିନିଆ ଲଗଡାଉନ ଲାଗୁ କରାଯାଇଛି, ଯାହା ଆସନ୍ତା ୧୭ ମଧ୍ୟରାତ୍ରି ଯାଏ ଚାଲିବ। ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଏହି ଅବଧିରେ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର କିଛି ନିୟମକୁ କୋହଳ କରିଛନ୍ତି। ହେଲେ ପରିସ୍ଥିତିର ଗମ୍ଭୀରତା କାରଣରୁ ଆମକୁ ଯଥା ସମ୍ଭବ ସତର୍କ ରହିବା ମଧ୍ୟ ଜରୁରୀ ଅଟେ। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନସିଲ୍ […]

stop coronavirus

stop coronavirus

Pragnya Choudhury
  • Published: Friday, 08 May 2020
  • Updated: 08 May 2020, 04:11 PM IST

କରୋନା ଭୂତାଣୁ ଲାଗି ସାରା ଦେଶ ଲକଡାଉନ ଅଛି। ୩ଟି ପର‌୍ୟ୍ୟାୟରେ ଦେଶରେ ୬୪ ଦିନିଆ ଲଗଡାଉନ ଲାଗୁ କରାଯାଇଛି, ଯାହା ଆସନ୍ତା ୧୭ ମଧ୍ୟରାତ୍ରି ଯାଏ ଚାଲିବ। ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଏହି ଅବଧିରେ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର କିଛି ନିୟମକୁ କୋହଳ କରିଛନ୍ତି। ହେଲେ ପରିସ୍ଥିତିର ଗମ୍ଭୀରତା କାରଣରୁ ଆମକୁ ଯଥା ସମ୍ଭବ ସତର୍କ ରହିବା ମଧ୍ୟ ଜରୁରୀ ଅଟେ।

ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାଡିସନାଲ ମେଡିସିନ୍ ନିର୍ଦ୍ଦେଶକ ଏବଂ ଜଣାଶୁଣା ଭାଏରୋଲୋଜିଷ୍ଟ ଡା. ଦେବ ପ୍ରସାଦ ଚଟ୍ଟୋପାଧ୍ୟାୟ ଲୋକଙ୍କୁ କରୋନା ଭୂତାଣୁକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି।

ଆଗାମୀ କିଛି ଦିନ ଭିତରେ ଆମ ଜୀବନରେ କରୋନା ଭୂତାଣୁ ଏକ ସାଧାରଣ ଫ୍ଲୁ ଭଳି ହୋଇଯିବ। ଆଉ ଆମକୁ କୋଭିଡ୍-୧୯ ରୋଗ ସହ ଜୀବନଯାପନ କରିବାକୁ ଅଭ୍ୟାସ କରିବାକୁ ହେବ। ଦୈନନ୍ଦିନ ଜୀବନରେ ନିର୍ଦ୍ଦିଷ୍ଟ କେତେକ ଅଭ୍ୟାସ ମିଶାଇବାକୁ ହେବ। ଏହାଦ୍ୱାରା ଆମେ ଆମ ଜୀବନକୁ ସୁରକ୍ଷିତ ରହିବା ସହ ଆମେ ବିନା ଭୟରେ ଦୈନନ୍ଦିନ କାର୍ଯ୍ୟ ଜାରି ରଖିପାରିବା।

ସୁରକ୍ଷିତ ରହିବା ଆମ ଅଧିକାର:

କରୋନା ଭୂତାଣୁ ସଂକ୍ରମଣ ଲକ୍ଷଣ ସମସ୍ତଙ୍କଠାରେ ଦେଖାଯାଇ ନ ଥାଏ। ଏଭଳି ସ୍ଥିତିରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆପଣଙ୍କୁ ଆହୁରି ସତର୍କ ହେବା ନିହାତି ଆବଶ୍ୟକ। ଏଣୁ ଧ୍ୟାନ ରଖିବାକୁ ହେବ ଯେ, ଆପଣଙ୍କ ଆଖପାଖରେ ଥିବା ଯେକୌଣସି ବ୍ୟକ୍ତି କୋଭିଡ୍-୧୯ ଆକ୍ରାନ୍ତ ହୋଇପାରନ୍ତି ଏବଂ ଆପଣଙ୍କୁ ସଂକ୍ରମିତ ମଧ୍ୟ କରିପାରନ୍ତି। ଆପଣ ନିଜେ ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହୋଇପାରନ୍ତି। ଏଣୁ ନିଜକୁ ଏପରି ପ୍ରସ୍ତୁତ କରି ସଜାଗ ରୁହନ୍ତୁ, ଯେପରି ନା ଆପଣଙ୍କ ଦ୍ୱାରା କେହି ସଂକ୍ରମିତ ହେବେ ଆଉ ନା ଆପଣ କାହା ଦ୍ୱାରା ସଂକ୍ରମିତ ହେବେ।

କର୍ମସ୍ଥଳରେ ଆପଣାନ୍ତୁ ଏ ସବୁ ସତର୍କତା:

  • ଇ-ମିଟିଂକୁ ଗୁରୁତ୍ୱ ଦିଅନ୍ତୁ।
  • ଅଫିସରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରୁ ଦୂରେଇ ରୁହନ୍ତୁ।
  • ଥରେ ଅଫିସ୍ ଭିତରେ ପହଞ୍ଚିବା ପରେ ବାରମ୍ବାର ବାହାରକୁ-ଭିତରକୁ ଯିବା ଆସିବା କରନ୍ତୁ ନାହିଁ।
  • ଯଦି କନଫରେନ୍ସ ରୁମରେ ବୈଠକ ରଖୁଛନ୍ତି। ତେବେ ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ ବୈଠକ କରନ୍ତୁ ଏବଂ ଶାରୀରିକ ଦୂରତା ବଜାୟ ରଖନ୍ତୁ।
  • ଘରୁ ଖାଇବା ସାଙ୍ଗରେ ନେଇ ଯାଆନ୍ତୁ। ନିଜ ସ୍ଥାନରେ ଖାଆନ୍ତୁ ଏବଂ ବଳିପଡ଼ିଥିବା ଖାଦ୍ୟକୁ ଦାୟିତ୍ୱର ସହ ଉଦ୍ଧିଷ୍ଟ ସ୍ଥାନରେ ପକାନ୍ତୁ।

ଅଫିସରେ ପାଳନ କରନ୍ତୁ ଏହି ୪ଟି ନିୟମ 

  • ଲିଫ୍ଟ ବଦଳରେ ସିଡ଼ିରେ ଯିବା-ଆସିବା କରନ୍ତୁ।
  • ଲିଫ୍ଟରେ ଯିବା ନିହାତି ଜରୁରୀ ଥିଲେ ଶାରୀରିକ ଦୂରତା ପ୍ରତି ଧ୍ୟାନ ରଖନ୍ତୁ।
  • କବାଟ ଖୋଲିବା ପାଇଁ କହୁଣୀ ବ୍ୟବହାର କରନ୍ତୁ।
  • ଯଦି ଆରଣ କୌଣସି ପୃଷ୍ଠ ଯେପରି ଲିଫ୍ଟ ବଟନ ବା କବାଟର ହ୍ୟାଣ୍ଡେଲ୍ ଛୁଇଁବା ମାତ୍ରେ ହାତକୁ ବାରମ୍ବାର ସାନିଟାଇଜ୍ କରନ୍ତୁ।

ଅଫିସରୁ ଯେତେବେଳେ ଘରକୁ ଫେରିବେ...

  • ରାସ୍ତାରେ ଫେରିବା ସମୟରେ ମାସ୍କ ପନ୍ଧି ରଖନ୍ତୁ, ବାହାର କରନ୍ତୁ ନାହିଁ।
  • ଗାଧୋଇ ନିଅନ୍ତୁ।
  • ହାତ ଦୁଇଟି ଭଲ ଭାବରେ ସମୟ ନେଇ ଧୁଅନ୍ତୁ।
  • ଜୋତା ଘର ବାହାରେ ଖୋଲନ୍ତୁ ଏବଂ ଘର ଭିତରକୁ ଯିବା ପୂର୍ବରୁ ବ୍ୟାଗ୍ ବାହାରେ ରଖନ୍ତୁ।

ଘରୁ ଆରମ୍ଭ କରନ୍ତୁ

  • ମାସ୍କ ପିନ୍ଧିକି ରୁହନ୍ତୁ।
  • ସବୁବେଳେ ନିଜ ପାଖରେ ସାନିଟାଇଜର ରଖନ୍ତୁ।
  • ବାହାରୁ ଆସିଥିବା ପରିବାରର ସଦସ୍ୟଙ୍କଠାରୁ ଶାରୀରିକ ଦୂରତା ରଖନ୍ତୁ।
  • ନିୟମିତ ଶରୀରର ତାପମାତ୍ରା ଯାଞ୍ଚ କରନ୍ତୁ। ଜ୍ୱର ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅବହେଳା କରନ୍ତୁ ନାହିଁ ଓ ଘରେ ରୁହନ୍ତୁ।
  • ନିଜ କାର୍, ବାଇକ ଆଦିକୁ ଛୁଇଁବା ପରେ ସାନିଟାଇଜର୍ ବ୍ୟବହାର କରିବାକୁ ଆଦୌ ଭୁଲନ୍ତୁ ନାହିଁ।

ସାର୍ବଜନୀନ ଯାନବାହାନ ବ୍ୟବହାର କଲେ

  • ଯାତ୍ରା ପୂର୍ବରୁ ନିଜ ହାତକୁ ସାନିଟାଇଜ୍ କରନ୍ତୁ।
  • ସମସ୍ତ ଯାତ୍ରୀ ତଥା ଡ୍ରାଇଭର ମାସ୍କ ପିନ୍ଧିଥିବା ନିଶ୍ଚିତ କରନ୍ତୁ।
  • ରସ୍ପରଠାରୁ ଶାରୀରିକ ଦୂରତା ପ୍ରତି ଧ୍ୟାନ ଦିଅନ୍ତୁ। (ସମସ୍ତ ଯାତ୍ରୀଙ୍କ କ୍ଷେତ୍ରରେ)
  • ଏସି ବନ୍ଦ ରଖନ୍ତୁ ଏବଂ ଝରକା ଖୋଲା ରଖନ୍ତୁ।

ଜୋତା ଏବଂ ବ୍ୟାଗକୁ ସାନିଟାଇଜ୍ କରିବାକୁ...

  • ଡିସଇନଫେକ୍ଟଟାଣ୍ଟ ସ୍ପ୍ରେ ବ୍ଯବହାର କରନ୍ତୁ (ବ୍ୟବହାର ପୂର୍ବରୁ ନିର୍ଦ୍ଦେଶଗୁଡ଼ିକୁ ଭଲରେ ପଢ଼ନ୍ତୁ)।
  • ଆଣ୍ଟିସେପ୍ଟିକ୍ ଲିକ୍ୱିଡ୍ ମଧ୍ୟ ବ୍ୟବହାର କରିପାରିବେ। ଏଥିଲାଗି ଆଫଟର୍ ସେଭ୍ ଲୋଶନ, ଡିଓଡ୍ରାଣ୍ଟ ମଧ୍ୟ ବ୍ୟବହାର କରିପାରିବେ। ତେବେ ଡିଓଡ୍ରାଣ୍ଟରେ ୬୫ ପ୍ରତିଶତରୁ ଅଧିକା ଆଲକୋହଲ ଥିବା ଜରୁରୀ। ଏହା ପରେ ହାତ ଭଲରେ ସଫା କରିନିଅନ୍ତୁ।

ଦୋକାନକୁ ଗଲେ:

  • ନିଜ ସାଥିରେ ବ୍ଯାଗ୍ ନେଇ ଯାଆନ୍ତୁ। ଦୋକାନରୁ ଫେରି ଘରକୁ ପ୍ରବେଶ କରିବା ପୂର୍ବରୁ ଦ୍ୱାର ପାଖରେ ହିଁ ସବୁ ସାମଗ୍ରୀ ବାହାର କରି ସାନିଟାଇଜ୍ କରନ୍ତୁ।
  • ପନିପରିବାକୁ ଧଳା ଭିନେଗାରରେ ଧୋଇ ସଫାକରନ୍ତୁ।ଭିନେଗାର ଓ ପାଣି ୧:୪ ଅନୁପାତରେ ନେଇ ବ୍ୟବହାର କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story