ମାଆ ଭୈରବୀଙ୍କ ପାଖରେ ପ୍ରସାଦ ରୂପେ ଲାଗୁଛି ଦେଶୀ ଓ ବିଦେଶୀ ମଦ

ବାରିପଦା(ମାନିକ ଲାଲ ପାଣି): ଭିନ୍ନ ଏକ ପରମ୍ପରା। ମାଆ ଭୈରବୀଙ୍କ ପାଖରେ ଲାଗି ହେଉଛି ଦେଶୀ ଓ ବିଦେଶୀ ମଦ। ମନସ୍କାମନା ପୂରଣ ହେବା ପରେ ଶ୍ରଦ୍ଧାଳୁମାନେ ମାଆଙ୍କ ପାଖରେ ଅର୍ପଣ କରୁଛନ୍ତି ମଦ। ଏପରି ଅଦ୍ଭୁତ ପରମ୍ପରା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ। ଏହି ପରମ୍ପରା କେଉଁ କାଳରୁ ଚାଲି ଆସିଥିବା ଜଣାପଡ଼ିଛି। ବାରିପଦାରୁ ଚିତ୍ରଡା ଅଭିମୁଖେ ଗଲା ବେଳେ ରାସ୍ତା ପାର୍ଶ୍ୱରେ ବିରାଜିଛନ୍ତି ଜଗତ ଜନନୀ ମାଆ ଭୈରବୀ। ଖୋଲା ଆକାଶ […]

Baripada

Baripada

Manoranjan Sial
  • Published: Sunday, 10 April 2022
  • Updated: 11 April 2022, 10:57 AM IST

ବାରିପଦା(ମାନିକ ଲାଲ ପାଣି): ଭିନ୍ନ ଏକ ପରମ୍ପରା। ମାଆ ଭୈରବୀଙ୍କ ପାଖରେ ଲାଗି ହେଉଛି ଦେଶୀ ଓ ବିଦେଶୀ ମଦ। ମନସ୍କାମନା ପୂରଣ ହେବା ପରେ ଶ୍ରଦ୍ଧାଳୁମାନେ ମାଆଙ୍କ ପାଖରେ ଅର୍ପଣ କରୁଛନ୍ତି ମଦ। ଏପରି ଅଦ୍ଭୁତ ପରମ୍ପରା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ। ଏହି ପରମ୍ପରା କେଉଁ କାଳରୁ ଚାଲି ଆସିଥିବା ଜଣାପଡ଼ିଛି।

ବାରିପଦାରୁ ଚିତ୍ରଡା ଅଭିମୁଖେ ଗଲା ବେଳେ ରାସ୍ତା ପାର୍ଶ୍ୱରେ ବିରାଜିଛନ୍ତି ଜଗତ ଜନନୀ ମାଆ ଭୈରବୀ। ଖୋଲା ଆକାଶ ତଳେ କେନ୍ଦୁ ଗଛ ମୂଳରେ କେଉଁ କାଳରୁ ମାଆ ପୂଜା ପାଇ ଆସୁଥିଲେ। ପରବର୍ତ୍ତୀ ସମୟରେ ଗଛ ମୂଳରେ ପ୍ରତିଷ୍ଠା ହୋଇଥିଲା ସୁନ୍ଦର ମନ୍ଦିର ଟିଏ। ଏବେ ସେହି ମନ୍ଦିର ଭିତରେ ମାଆ ପୂଜା ପାଇ ଆସୁଛନ୍ତି।

ମାଆ ଭୈରବୀ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ଯିଏ ଯାହା ମାଗିଛି, ମାଆ ତାଙ୍କ ମନସ୍କାମନା ପୂରଣ କରିଛନ୍ତି। ଆଉ ମନସ୍କାମନା ପୂରଣ ହେବା ପରେ ଭକ୍ତ ମାଆଙ୍କ ପାଦ ତଳେ ମନଖୋଲି ଦାନ ଓ ଅର୍ପଣ କରିଥାଆନ୍ତି। ଏଠାରେ ଏକ ବିରଳ ପରମ୍ପରା ରହିଛି। ମନସ୍କାମନା ପୂରଣ ହେଲେ ଭକ୍ତମାନେ କଞ୍ଚା ଶାଳ ପତ୍ରରେ ଦନାରେ ମାଆଙ୍କ ଉଦ୍ଦେଶ୍ୟରେ ଦେଶୀ ଓ ବିଦେଶୀ ମଦ ଅର୍ପଣ କରିଥାଆନ୍ତି। ଏହି ପରମ୍ପରା କେଉଁ କାଳରୁ ଚାଲି ଆସିଛି। ପୂର୍ବରୁ ଦେଶୀ ମଦ ଦିଆଯାଉଥିଲା, ଆଉ ଏବେ ବିଦେଶୀ ମଦ ମାଆଙ୍କ ପାଖରେ ଅର୍ପଣ କରାଯାଉଛି। ଏହାଛଡ଼ା ଫୁଲ, ଫଳ, ନଡ଼ିଆ, କଦଳୀ ଓ ଶୁଖିଲା ଭୋଗ ମଧ୍ୟ ମାଆଙ୍କ ପାଖରେ ହେଉଛି।

ମାଆ ଭୈରବୀ ପ୍ରତ୍ୟକ୍ଷ ହୋଇଥିବାରୁ ପ୍ରତିଦିନ ଦୂରଦୂରାନ୍ତୁ ଶ୍ରଦ୍ଧାଳୁମାନେ ଆସିଥାଆନ୍ତି। କହିବାକୁ ଗଲେ ବର୍ଷକ ବାର ମାସ ମାଆଙ୍କ ପାଖରେ ଭିଡ଼ ଲାଗିଥାଏ। ତେବେ ପ୍ରତ୍ୟକ ସଂକ୍ରାନ୍ତିରେ ମାଆଙ୍କ ପାଖରେ ବଡ଼ ପୂଜା ହୋଇଥାଏ। ସେହି ଦିନ ବେଶୀ ଭିଡ଼ ଲାଗିଥାଏ। କାରଣ ମନସ୍କାମନା ପୂରଣ ପରେ ପ୍ରାୟତଃ ଭକ୍ତମାନେ ସଂକ୍ରାନ୍ତିରେ ପୂଜା କରିବାକୁ ଆସିଥାଆନ୍ତି। ପୂଜା ସରିବା ପରେ ମାଆଙ୍କ ପାଖରେ ଦେଶୀ ଓ ବିଦେଶୀ ମଦ ଅର୍ପଣ କରିଥାଆନ୍ତି।

ମନ୍ଦିର ପୂଜକଙ୍କ କୁହିବା ଅନୁସାରେ ମାଆ ଭୈରବୀ ଜଙ୍ଗଲରେ ଥିଲେ। ସେତେବେଳେ ପୂଜକ ଥିଲେ ମୋ ବାପା ଗୋପାଳ ଦେହୁରୀ। ତାଙ୍କ ଦେହାନ୍ତ ପରେ ଏବେ ମୁଁ ପୂଜା କରୁଛି। ପଞ୍ଚକ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ରଜ ସଂକ୍ରାନ୍ତି ପ୍ରମୁଖରେ ବଡ଼ ବଡ଼ ପୂଜା ହୋଇଥାଏ। ପୂଜା ସରିବା ପରେ ମାଆଙ୍କ ପାଖରେ ମହୁଲି ଓ ବିଦେଶୀ ମଦ ଭୋଗ ଲାଗିଥାଏ। ମୋ’ ବାପା ଭୋଗ ଲଗାଇଥିଲେ, ଏବେ ମୁଁ ଭୋଗ ଲଗାଉଛି। ତେବେ କଣ ପାଇଁ ମଦକୁ ଭୋଗ ରୂପେ ଅର୍ପଣ କରାଯାଏ, ତାହା ମୁଁ ଜାଣିନାହିଁ। ମୁଁ କେବଳ ପରମ୍ପରାକୁ ବଞ୍ଚାଇ ରଖିଛି ବୋଲି ପୂଜକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story