mother
ଅଗଷ୍ଟ ୧ରୁ ଆରମ୍ଭ ହୋଇଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଏହି ଅବସରରେ ନବଜାତ ଶିଶୁଙ୍କ ପାଇଁ ମାଆ କ୍ଷୀର କେତେ ଜରୁରୀ ସେ ନେଇ ସଚେତନତା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ଯାଏଁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥାଏ। ମାଆ କ୍ଷୀରରେ କଣ ରହିଛି ଉପକାର ସେ ସମ୍ପର୍କରେ ଡାକ୍ତର ବସନ୍ତ ପତିଙ୍କଠାରୁ ଆସନ୍ତୁ ଜାଣିବା...।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
