ବର୍ଷାରେ ବେହାଲ ଭୁବନେଶ୍ୱର

ବାତ୍ୟା ଭୟ ଆଉ ଲଗାଣ ବର୍ଷାରେ ଭିଜିଛି ରାଜଧାନୀ ଭୁବନେଶ୍ୱର। ଯାହାର ଚିତ୍ର କଏଦ ହୋଇଛି ଓଡ଼ିଶା ରିପୋର୍ଟର କ୍ୟାମେରାରେ।