Advertisment

'ବିଜେଡିରେ 10 ହଜାର ଅଯୋଗ୍ୟ ପ୍ରାର୍ଥୀ'

ପ୍ରଥମ ଦଫାରେ ଘୋଷଣା ହୋଇଥିବା 72 ବିଧାନସଭା ସିଟ ମଧ୍ୟରୁ 6 ଜଣଙ୍କୁ ବାଦ ଦେଲେ ବାକି ସମସ୍ତେ ହେଉଛନ୍ତି ପୁରୁଣା ଚେହେରା।

Advertisment

10 ହଜାର ଆଶାୟୀ ବୋଲି ଦମ୍ଭ ଦେଖାଉଥିଲା ଦଳ। ହେଲେ ଟିକଟ ଘୋଷଣା ବେଳେ ସେହି ପୁରୁଣା ମୁହଁକୁ ମିଳିଲା ଗୁରୁତ୍ୱ। ପ୍ରଥମ ଦଫାରେ ଘୋଷଣା ହୋଇଥିବା 72 ବିଧାନସଭା ସିଟ ମଧ୍ୟରୁ 6 ଜଣଙ୍କୁ ବାଦ ଦେଲେ ବାକି ସମସ୍ତେ ହେଉଛନ୍ତି ପୁରୁଣା ଚେହେରା। ଏହି 6 ଜଣଙ୍କ ମଧ୍ୟରୁ ତିନି ଜଣ ହେଉଛନ୍ତି ସମାନ ପରିବାରର। ତେବେ କାହିଁକି ରିସ୍କ ନେଲା ନାହିଁ ଦଳ ? କାହାକୁ ରହିଲା ଭୟ ? ବାକି ଆଶାୟୀ ଓ ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରିବ ଦଳ ? ଦେଖନ୍ତୁ ଏ ପ୍ରସଙ୍ଗରେ ଆଲୋଚନା ମନ୍ଥନ କାର୍ଯ୍ୟକ୍ରମରେ।

Advertisment
Odisha BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe