‘କର୍ମୀଙ୍କୁ ପୋଷିବା ପାଇଁ 4000 କୋଟିର ଯୋଜନା’ | Odisha Reporter
ବିଜେଡି କର୍ମୀଙ୍କୁ ପୋଷିବାକୁ ଯୋଜନା ହୋଇଛି କହିଲେ ବିଜୟ ପଟ୍ଟନାୟକ । ୪ ହଜାର କୋଟିର ନୂଆ ଯୋଜନା ଏହାର ଉଦେଶ୍ୟ ବିଜେଡି କର୍ମୀଙ୍କୁ ପୋଷିବା, ଲୋକଙ୍କ ଅର୍ଥରେ ବିଜେଡିକୁ ଜିତେଇବା ପାଇଁ ତରବରିଆ ଭାବରେ ଘୋଷଣା କରିଛନ୍ତି, ଶୁଣନ୍ତୁ 'ଆମ ଓଡିଶା ନବୀନ ଓଡିଶା'କୁ ନେଇ କଣ କହୁଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
