Advertisment

‘କର୍ମୀଙ୍କୁ ପୋଷିବା ପାଇଁ ୪୦୦୦ କୋଟିର ଯୋଜନା’

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ନେଇ ରାଜନୈତିକ ବୟାନବାଜି । '୪ ହଜାର କୋଟି ଟଙ୍କାରେ ୧ ହଜାର ଶୀତଳ ଭଣ୍ଡାର ଖୋଲି ହୁଅନ୍ତା, ନିର୍ବାଚନୀ ଇସ୍ତାହାରରେ ଥିବା ସତ୍ତ୍ବେ କାହିଁକି ଶୀତଳ ଭଣ୍ଡାର କଲେନି'

Advertisment

ବିଜେଡି କର୍ମୀଙ୍କୁ ପୋଷିବାକୁ ଯୋଜନା ହୋଇଛି କହିଲେ ବିଜୟ ପଟ୍ଟନାୟକ । ୪ ହଜାର କୋଟିର ନୂଆ ଯୋଜନା ଏହାର ଉଦେଶ୍ୟ ବିଜେଡି କର୍ମୀଙ୍କୁ ପୋଷିବା, ଲୋକଙ୍କ ଅର୍ଥରେ ବିଜେଡିକୁ ଜିତେଇବା ପାଇଁ ତରବରିଆ ଭାବରେ ଘୋଷଣା କରିଛନ୍ତି, ଶୁଣନ୍ତୁ 'ଆମ ଓଡିଶା ନବୀନ ଓଡିଶା'କୁ ନେଇ କଣ କହୁଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

Advertisment
Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe