ଭୋଟ୍ ବିକଳେ ଶଙ୍ଖ ଭିତରେ ପଶିଗଲେ ସରକାର ? | Odisha Reporter
ଶଙ୍ଖ ଭିତରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' । କାର୍ଯ୍ୟକ୍ରମ ସରକାରଙ୍କର, ଲୋଗୋ ବିଜେଡିର । ଆଜି ‘ଆମ ଓଡ଼ିଶା ନବୀନ ଓଡ଼ିଶାର' ବିଜ୍ଞାପନ ସବୁ ଖବରକାଗଜରେ ପୂର୍ଣ୍ଣ ପୃଷ୍ଠା ମଣ୍ଡନ କରିଛି। ବଡ଼ ଚତୁରତାର ସହ କରାଯାଇଥିବା ଏହି ଲୋଗୋଟି ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ଚିହ୍ନ ଭଳି ଦେଖାଯାଉଛି। ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି ଦଳ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
