Advertisment

ଭୋଟ୍ ବିକଳେ ଶଙ୍ଖ ଭିତରେ ପଶିଗଲେ ସରକାର ?

ଆଜି ‘ଆମ ଓଡ଼ିଶା ନବୀନ ଓଡ଼ିଶାର' ବିଜ୍ଞାପନ ସବୁ ଖବରକାଗଜରେ ପୂର୍ଣ୍ଣ ପୃଷ୍ଠା ମଣ୍ଡନ କରିଛି।

Advertisment

ଶଙ୍ଖ ଭିତରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' । କାର୍ଯ୍ୟକ୍ରମ ସରକାରଙ୍କର, ଲୋଗୋ ବିଜେଡିର । ଆଜି ‘ଆମ ଓଡ଼ିଶା ନବୀନ ଓଡ଼ିଶାର' ବିଜ୍ଞାପନ ସବୁ ଖବରକାଗଜରେ ପୂର୍ଣ୍ଣ ପୃଷ୍ଠା ମଣ୍ଡନ କରିଛି। ବଡ଼ ଚତୁରତାର ସହ କରାଯାଇଥିବା ଏହି ଲୋଗୋଟି ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ଚିହ୍ନ ଭଳି ଦେଖାଯାଉଛି। ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି ଦଳ।

Advertisment
Odisha BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe