Advertisment

ପିଲାଙ୍କ ଭବିଷ୍ୟତ ସହ ଖେଳିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା'

ନବମ ଶ୍ରେଣୀର ଷଣ୍ମାସିକ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ଦିନ ସାଢେ 10ଟାରୁ ଗୋଟାଏ ହେଲେ...।

author-image
Manoj Swain
ଅଦ୍ୟତନ ହୋଇଛି

ପ୍ରକୃତରେ ପାଓ୍ବାରଫୁଲ ସରକାର ପାଓ୍ବାରକୁ ବ୍ୟବହାର କରି କଣ ନ କରିପାରନ୍ତି। ନବମ ଶ୍ରେଣୀର ଷଣ୍ମାସିକ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ଦିନ ସାଢେ 10ଟାରୁ ଗୋଟାଏ। ହେଲେ ପାଓ୍ବାରଫୁଲ ସରକାର ସରକାରୀ କାର୍ଯ୍ୟକ୍ରମ ପାଇଁ ବଦଳିଦେଲେ ପରୀକ୍ଷା ଟାଇମ୍ ।

Advertisment
Odisha BjD Naveen Patnaik