ପିଲାଙ୍କ ଭବିଷ୍ୟତ ସହ ଖେଳିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା'

  • Published: Sunday, 05 November 2023
  • , Updated: 05 November 2023, 01:10 PM IST

ପ୍ରକୃତରେ ପାଓ୍ବାରଫୁଲ ସରକାର ପାଓ୍ବାରକୁ ବ୍ୟବହାର କରି କଣ ନ କରିପାରନ୍ତି। ନବମ ଶ୍ରେଣୀର ଷଣ୍ମାସିକ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ଦିନ ସାଢେ 10ଟାରୁ ଗୋଟାଏ। ହେଲେ ପାଓ୍ବାରଫୁଲ ସରକାର ସରକାରୀ କାର୍ଯ୍ୟକ୍ରମ ପାଇଁ ବଦଳିଦେଲେ ପରୀକ୍ଷା ଟାଇମ୍ ।

Related story