'30 ଲକ୍ଷ ନିଯୁକ୍ତି ଦେବ କଂଗ୍ରେସ'

  • Published: Sunday, 10 March 2024
  • , Updated: 10 March 2024, 05:34 PM IST

ରାହୁଲ ଗାନ୍ଧି ଯୁବକଙ୍କ ପାଇଁ ଗ୍ୟାରେଣ୍ଟି ଆଣିଛନ୍ତି। ଗ୍ୟାରେଣ୍ଟି ଅନୁସାରେ 30 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ। କିଛି ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ।

Related story