ଓଡ଼ିଶାର ଗର୍ବ ଗୌରବ ମଧୁବାବୁଙ୍କ ଚରିଚ୍ରରେ ଅଧ୍ୟାପକ ତଥା ସାହିତ୍ୟିକ ରମାକାନ୍ତ ମିଶ୍ର। ସେହି କଳା କୋର୍ଟ ଓ ମୁଣ୍ଡରେ ପଗଡ଼ି ବାନ୍ଧି ରବୀନ୍ଦ୍ର ମଣ୍ଡପରେ ଉଦବୋଧନ ଦେଉଛନ୍ତି।