Advertisment

'ଏହା ଦେଖି ବିଜୁ ବାବୁଙ୍କ ଆତ୍ମା ଛାଟିପିଟି ହେଉଥିବ'

ପାଣ୍ଡିଆନ୍‌ ବିଜେଡିରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା। କହିଲେ, 'ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା। ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା।'

author-image
Manoj Swain

ପାଣ୍ଡିଆନ୍‌ ବିଜେଡିରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା। କହିଲେ, 'ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା। ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାଁରେ ଯେଉଁ ଦଳ ଗଠନ ହୋଇଥିଲା, ସେହି ଦଳକୁ ଚଳାଇବା ପାଇଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେ ନାହିଁ। ଏହା ଦେଖି ବିଜୁ ବାବୁଙ୍କ ଆତ୍ମା ଛାଟିପିଟି ହେଉଥିବ। ବିଜୁ ବାବୁ ଜଣେ ସ୍ୱାଭିବାନୀ ଓଡ଼ିଆ ଥିଲେ।' 

Advertisment
Bjp BjD Odisha Baijayant Panda Vk Pandian