ଟଳମଳ ଭୁବନେଶ୍ବର ବିଜେଡି !| Odisha Reporter
ବିଜେଡିକୁ ଅଡୁଆ ବିଦ୍ରୋହୀ। ରାଜଧାନୀ ଭୁବନେଶ୍ୱର ସ୍ଥିତି ସଙ୍ଗୀନ ହୋଇଛି। ୩ ନିର୍ବାଚନମଣ୍ଡଳୀ ଏକାମ୍ର, ମଧ୍ୟ ଓ ଉତ୍ତରରେ ସମାନ୍ତରାଳ ସଂଗଠନ ଆରମ୍ଭ ହୋଇଗଲାଣି। ବନ୍ଧୁ ମିଳନ ଆଳରେ ସଭା ସମିତି କରି ଶକ୍ତି ପ୍ରଦର୍ଶନ କରୁଛନ୍ତି। ଯାହାକୁ ନେଇ ଚିନ୍ତାରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ! କାହାକୁ ସନ୍ତୁଷ୍ଟ କରିବେ ଓ କାହାର ମନ ଭାଙ୍ଗିବେ, ତାକୁ ନେଇ ବିଜେଡି ମୁଖିଆ ବିବ୍ରତ ହୋଇଗଲେଣି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
