Advertisment

ଟଳମଳ ଭୁବନେଶ୍ବର ବିଜେଡି !

ବିଜେଡିକୁ ଅଡୁଆ ବିଦ୍ରୋହୀ। ରାଜଧାନୀ ଭୁବନେଶ୍ୱର ସ୍ଥିତି ସଙ୍ଗୀନ ହୋଇଛି। ୩ ନିର୍ବାଚନମଣ୍ଡଳୀ ଏକାମ୍ର, ମଧ୍ୟ ଓ ଉତ୍ତରରେ ସମାନ୍ତରାଳ ସଂଗଠନ ଆରମ୍ଭ ହୋଇଗଲାଣି।

Advertisment

ବିଜେଡିକୁ ଅଡୁଆ ବିଦ୍ରୋହୀ। ରାଜଧାନୀ ଭୁବନେଶ୍ୱର ସ୍ଥିତି ସଙ୍ଗୀନ ହୋଇଛି। ୩ ନିର୍ବାଚନମଣ୍ଡଳୀ ଏକାମ୍ର, ମଧ୍ୟ ଓ ଉତ୍ତରରେ ସମାନ୍ତରାଳ ସଂଗଠନ ଆରମ୍ଭ ହୋଇଗଲାଣି। ବନ୍ଧୁ ମିଳନ ଆଳରେ ସଭା ସମିତି କରି ଶକ୍ତି ପ୍ରଦର୍ଶନ କରୁଛନ୍ତି। ଯାହାକୁ ନେଇ ଚିନ୍ତାରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ! କାହାକୁ ସନ୍ତୁଷ୍ଟ କରିବେ ଓ କାହାର ମନ ଭାଙ୍ଗିବେ, ତାକୁ ନେଇ ବିଜେଡି ମୁଖିଆ ବିବ୍ରତ ହୋଇଗଲେଣି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe