Advertisment

‘ସୌମ୍ୟଙ୍କୁ ସମ୍ମାନ ଦେଉନି ବିଜେଡି’

ସୌମ୍ୟବାବୁ ଭଲ ଲୋକ। କିନ୍ତୁ ବିଜେଡି ତାଙ୍କୁ ଭାଉ ଦେଉନାହିଁ। ଏକାଠି ହେବ କଂଗ୍ରେସ। ଉଡ଼ାଇ ଦିଆଯିବ ବିଜେଡିର ହୋସ୍। ଜାନକୀ ପଟ୍ଟନାୟକଙ୍କ ପୁଅ ସତ, କିନ୍ତୁ ମୋ ଦମରେ ମୁଁ ନିର୍ବାଚନ ଲଢ଼ିବି। ଶୁଣନ୍ତୁ ଖାସ୍ କଥାରେ ଆଉ କଣ କହିଛନ୍ତି ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକ।

author-image
Debendra Prusty

ସୌମ୍ୟବାବୁ ଭଲ ଲୋକ। କିନ୍ତୁ ବିଜେଡି ତାଙ୍କୁ ଭାଉ ଦେଉନାହିଁ। ଏକାଠି ହେବ କଂଗ୍ରେସ। ଉଡ଼ାଇ ଦିଆଯିବ ବିଜେଡିର ହୋସ୍। ଜାନକୀ ପଟ୍ଟନାୟକଙ୍କ ପୁଅ ସତ, କିନ୍ତୁ ମୋ ଦମରେ ମୁଁ ନିର୍ବାଚନ ଲଢ଼ିବି। ଶୁଣନ୍ତୁ ଖାସ୍ କଥାରେ ଆଉ କଣ କହିଛନ୍ତି ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକ। 

Advertisment
Naveen Patnaik BjD Congress Soumya Ranjan Patnaik