ବଳ ପାଇବା ପାଇଁ ପାଣ୍ଡିଆନଙ୍କ ଶରଣେ ବିଜେଡି ନେତା | Odisha Reporter
ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଲେ ଏବେ ପାଣ୍ଡିଆନଙ୍କ ଶରଣେ ବିଜେଡି ନେତା । ନବୀନଙ୍କୁ ଶକ୍ତିହୀନ ମନେ କଲେଣି ସେଥିପାଇଁ ବଳ ପାଇବା ପାଇଁ ବିଜେଡି ନେତା ଏବେ ପାଣ୍ଡିଆନଙ୍କ ଶରଣେ । ସଚିବ ଥିବାବେଳେ ପାଣ୍ଡିଆନଙ୍କ ଚେୟାର ଚାରିକଡ଼େ ଛିଡ଼ା ହେଉଥିଲେ ମନ୍ତ୍ରୀମାନେ । ରାଜ୍ୟର ମୁଖିଆ ନବୀନ, ହେଲେ ଟିକେଟ ପାଇଁ ବିଜେଡି ନେତା ଦୌଡୁଛନ୍ତି ପାଣ୍ଡିଆନଙ୍କ ପାଖକୁ । ଏଠି ସ୍ବାଭିମାନ ବୋଲି କିଛି ନାହିଁ, ନେତାମାନେ ନିଜ ସ୍ବାର୍ଥ ପାଇଁ ଯାଉଥିବା କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
