Advertisment

ବଳ ପାଇବା ପାଇଁ ପାଣ୍ଡିଆନଙ୍କ ଶରଣେ ବିଜେଡି ନେତା !

'ନବୀନଙ୍କୁ ଶକ୍ତିହୀନ ମନେ କଲେଣି ସେଥିପାଇଁ ବଳ ପାଇବା ପାଇଁ ବିଜେଡି ନେତା ଏବେ ପାଣ୍ଡିଆନଙ୍କ ଶରଣେ'

Advertisment

ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଲେ ଏବେ ପାଣ୍ଡିଆନଙ୍କ ଶରଣେ ବିଜେଡି ନେତା । ନବୀନଙ୍କୁ ଶକ୍ତିହୀନ ମନେ କଲେଣି ସେଥିପାଇଁ ବଳ ପାଇବା ପାଇଁ ବିଜେଡି ନେତା ଏବେ ପାଣ୍ଡିଆନଙ୍କ ଶରଣେ । ସଚିବ ଥିବାବେଳେ ପାଣ୍ଡିଆନଙ୍କ ଚେୟାର ଚାରିକଡ଼େ ଛିଡ଼ା ହେଉଥିଲେ ମନ୍ତ୍ରୀମାନେ । ରାଜ୍ୟର ମୁଖିଆ ନବୀନ, ହେଲେ ଟିକେଟ ପାଇଁ ବିଜେଡି ନେତା ଦୌଡୁଛନ୍ତି ପାଣ୍ଡିଆନଙ୍କ ପାଖକୁ । ଏଠି ସ୍ବାଭିମାନ ବୋଲି କିଛି ନାହିଁ, ନେତାମାନେ ନିଜ ସ୍ବାର୍ଥ ପାଇଁ ଯାଉଥିବା କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

Advertisment
Odisha BjD Bjp Pratap Sarangi Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe