Advertisment

‘ପାଣ୍ଡିଆନଙ୍କ ହାତରେ ବିଜେଡି ଟିକେଟ’

'ମୁଖ୍ୟମନ୍ତ୍ରୀ ପ୍ରେସରରେ ଅଛନ୍ତି, ସେ କିଛି ଜାଣୁନାହାନ୍ତି, ଚକ୍ରବ୍ୟୁହ କରାଯାଇଛି, 5T ଯାହା ଚାହୁଁଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା କରୁଛନ୍ତି'

author-image
Manoj Swain

5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବଡ଼ ମନ୍ତବ୍ୟ। କହିଲେ, 'ବିଜେଡି ଆଉ ବିଜେଡି ହାତରେ ନାହିଁ, ବିଜେଡି 5T ସଚିବଙ୍କ ହାତକୁ ଚାଲିଗଲାଣି ବୋଲି ମୋର ସନ୍ଦେହ, ବିଜେଡିର ବଡ଼ ବଡ଼ ନେତା 5T ସଚିବଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି, ଅସନ୍ତୁଷ୍ଟ ଥିଲେ ବି ସେମାନେ ବାହାରେ କିଛି ପ୍ରକାଶ କରିପାରୁନାହାନ୍ତି, ସବୁ ବିଧାନସଭା ଓ ଲୋକସଭା ସାଧା ଟିକେଟ ପାଣ୍ଡିଆନଙ୍କ ହାତରେ ଅଛି, ସାଧା ଟିକେଟରେ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିସାରିଛନ୍ତି, ଟିକେଟ ପାଣ୍ଡିଆନଙ୍କ ପାଖରେ ରହିଛି, ସେ ହିଁ ଟିକେଟ ବାଣ୍ଟିବେ।'

Advertisment
Vk Pandian Bjp Odisha Pradip Purohit