Advertisment

‘ଲୋକଙ୍କର ନୁହେଁ ବାବୁଙ୍କ କ୍ରୀତଦାସ ବବି’

ବବି ଦାସ କ୍ରୀତଦାସ ମନ୍ତବ୍ୟକୁ ବିଜେପିର କଡ଼ା କାଉଣ୍ଟର। ବବିଙ୍କ ମନ୍ତବ୍ୟ ତାଙ୍କର ସାମନ୍ତବାଦୀ ମାନସିକତାର ପରିଚୟ। ବବି ଦାସ ଲୋକଙ୍କର ନୁହେଁ ବରଂ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି। ୧୮୪୩ ମସିହାରୁ ବିଲୋପ ହୋଇଛି କ୍ରୀତଦାସ ପ୍ରଥା । ତେଣୁ ଏ କେଉଁ ପ୍ରକାର ମାନସିକତା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସଧାରଣ ସଂପାଦକ, ଗୋଲକ ମହାପାତ୍ର।

author-image
Manoj Swain

Bjp BjD Pranab Prakash Das Odisha Politics