‘ପିନାକୀଙ୍କୁ ବହିଷ୍କାର କର’

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗ ମାମଲା । ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କଲା ବିଜେପି । ସାଂସଦ ମହୁଆ ମୈତ୍ରଙ୍କ ସହ ପିନାକୀଙ୍କ ଫଟୋ ଦେଖାଇ ନିଶାନା ।

Manoj Swain
  • Published: Friday, 20 October 2023
  • Updated: 20 October 2023, 03:02 PM IST

Sports

Latest News

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗ ମାମଲା । ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କଲା ବିଜେପି । ସାଂସଦ ମହୁଆ ମୈତ୍ରଙ୍କ ସହ ପିନାକୀଙ୍କ ଫଟୋ ଦେଖାଇ ନିଶାନା । ମହୁଆଙ୍କ ସହ ପିନାକୀଙ୍କ କଣ ସଂପର୍କ ରହିଛି ପଚାରିଲା ବିଜେପି । ପିନାକୀ ମିଶ୍ରଙ୍କୁ ବହିଷ୍କାର କରିବାକୁ ଦାବି କଲା ବିଜେପି । ସେହିଭଳି ଇଓଡବ୍ଲ୍ୟୁକୁ ତଦନ୍ତ ଭାର ଦିଅନ୍ତୁ ମୁଖ୍ୟମନ୍ତ୍ରୀ ବୋଲି କହିଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos