କେନ୍ଦ୍ରାପଡ଼ା: ନିଜ ଅଞ୍ଚଳରେ ହଟହଟା ହୋଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ଲୋକେ ତାଙ୍କ ନିକଟରେ ବିଭିନ୍ନ ଦାବି ରଖିଥିବା ବେଳେ ମନ୍ତ୍ରୀ କିଭଳି ଅସହାୟ ହୋଇଡ଼ିଥିବା ଭଳି ବ୍ୟବହାର ଆପଣାଉଛନ୍ତି ଦେଖନ୍ତୁ। ମନ୍ତ୍ରୀଙ୍କ କହିବା କଥା ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ମାନେ 5T ସଚିବ ଭିକେ ପାଣ୍ଡିଆନ କେନ୍ଦ୍ରାପଡ଼ା ଆସୁଛନ୍ତି ତାଙ୍କୁ ଅଭିଯୋଗ କର ସେ ସମାଧାନ କରିବେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ରୋଗୀଣା ସ୍ୱାମୀକୁ ବୋହି କେତେ ଆଉ ଚାଲିବି !
ସ୍ୱାମୀର ମୁଣ୍ଡକୁ ସ୍ତ୍ରୀ ଆଉଁସି ପକାଉଛି ,ଗୋଡ ହାତ ସବୁ ଘଷି ଦେଉଛି। ନିଜ ହାତରେ ସାହାରା ଦେଇ ସ୍ୱାମୀଙ୍କୁ ବାଟ ଦେଖାଉଛି। ଜୀବନ କେତେବେଳ କାହା ପାଇଁ କେମିତି କୌଣସି ପରିସ୍ଥିତିରେ କଣ ଘଟିବ ତାହା କେହି କହିପାରିବେ ନାହିଁ।
Odisha
କେବଳ ନବୀନଙ୍କର ଅଛି, ଆଉ କାହାର ନାହିଁ!
ଦେଖନ୍ତୁ ରାଜ୍ୟ ଗୃହ ବିଭାଗର ଉତ୍ତର। ୧୯୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନ ପରଠାରୁ ୨୦୦୦ ମସିହାରେ ନବୀନ ସରକାର ଆସିବା ପର୍ଯ୍ୟନ୍ତ କୌଣସି ତଦନ୍ତ କମିଶନ ରିପୋର୍ଟ ସରକାରଙ୍କ ପାଖରେ ନାହିଁ। ଗୃହ ବିଭାଗର ଜନ ସୂଚନା ଅଧିକାରୀ ତଥା ଉପସଚିବ ଏକଥା ସତ୍ୟପାଠ ଜରିଆରେ ଦର୍ଶାଇଛନ୍ତି। ରାଜ୍ୟ ସୂଚନା କମିଶନ ଏ ନେଇ ରିପୋର୍ଟ ତଲବ କଲା ପରେ ଏଭଳି ସତ୍ୟପାଠ ଦେଇଛି ଗୃହ ବିଭାଗ। ଗୃହ ବିଭାଗର ମନ୍ତ୍ରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାଧୀନତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବରୁ ରାଜ୍ୟରେ ୧୩ ଜଣ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି। ଏ ସମସ୍ତଙ୍କ ସମୟର ତଦନ୍ତ କମିଶନ ରିପୋର୍ଟ ହଜିଯିବା ଚିନ୍ତାର ବିଷୟ ହୋଇଛି।
Odisha
କୁନ୍ତଳାଙ୍କ କାହାଣୀ ଶୁଣିଲେ ଝରିପଡ଼ିବ ଲୁହ
ଦିନେ ସ୍ୱାମୀ ଓ ଛଅଟି ସନ୍ତାନର ମାଆ ଭାବରେ ସୁଖର ଜୀବନ ଜିଉଁଥିଲେ କୁନ୍ତଳା । ନିଜର ପୁରିଲା ସଂସାରକୁ ନେଇ ସୁଖର ସ୍ୱପ୍ନ ଦେଖୁଥିବା କୁନ୍ତଲାଙ୍କ ସ୍ୱପ୍ନ କିନ୍ତୁ ଅଧାରେ ଭାଙ୍ଗିଗଲା।
Odisha
ଆଖିର ଲୁହ ବଖାଣୁଛି ଏମାନଙ୍କ କଷ୍ଟ
ସିନାପାଲି ବ୍ଲକ ନୂଆପଡ଼ା ଗ୍ରାମର ଏ ହେଉଛନ୍ତି ହେମଲତା ମାଝୀ। ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ଅଭାବି ସଂସାର। ଯାହା ହାତ ଧରି ଦିନେ ସବୁକିଛି ଛାଡ଼ି ପଳାଇ ଆସିଥିଲେ। ସେ ଯେ ଦିନେ ସବୁଦିନ ପାଇଁ ଏକାକରି ଚାଲିଯିବ ଏକଥା ସେ କେବେ କଲ୍ପନା କରିନଥିଲେ।