Advertisment

'ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଆସୁଛନ୍ତି, ତାଙ୍କୁ କୁହ'

କେନ୍ଦ୍ରାପଡ଼ା: ନିଜ ଅଞ୍ଚଳରେ ଆଜି ହଟହଟା ହୋଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ଲୋକେ ତାଙ୍କ ନିକଟରେ ବିଭିନ୍ନ ଦାବି ରଖିଥିବା ବେଳେ ମନ୍ତ୍ରୀ କିଭଳି ଅସହାୟ ହୋଇଡ଼ିଥିବା ଭଳି ବ୍ୟବହାର ଆପଣାଉଛନ୍ତି ଦେଖନ୍ତୁ।

Advertisment

କେନ୍ଦ୍ରାପଡ଼ା: ନିଜ ଅଞ୍ଚଳରେ ହଟହଟା ହୋଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ଲୋକେ ତାଙ୍କ ନିକଟରେ ବିଭିନ୍ନ ଦାବି ରଖିଥିବା ବେଳେ ମନ୍ତ୍ରୀ କିଭଳି ଅସହାୟ ହୋଇଡ଼ିଥିବା ଭଳି ବ୍ୟବହାର ଆପଣାଉଛନ୍ତି ଦେଖନ୍ତୁ। ମନ୍ତ୍ରୀଙ୍କ କହିବା କଥା ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ମାନେ  5T ସଚିବ ଭିକେ ପାଣ୍ଡିଆନ କେନ୍ଦ୍ରାପଡ଼ା ଆସୁଛନ୍ତି ତାଙ୍କୁ ଅଭିଯୋଗ କର ସେ ସମାଧାନ କରିବେ।

Advertisment
Odisha Pratap Deb
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe