Advertisment

‘ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ, ସଚିବ ବୁଲୁଛନ୍ତି ହେଲିକପ୍ଟରରେ’

ରେଢ଼ାଖୋଲରେ ୫-ଟି ସଚିବଙ୍କ ଗସ୍ତକୁ ଏକ ରାଜନୈତିକ ଗସ୍ତ ବୋଲି କହି କଳା ପୋଷାକ ପିନ୍ଧି ଗଣଧାରଣା ଦେଇଥିଲା ରେଢ଼ାଖୋଲ ବିଜେପି। ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଧାରଣାରେ ବସିଥିଲେ ବିଜେପି କର୍ମୀ। ରେଢ଼ାଖୋଲର ବିକାଶ ୨୨ ବର୍ଷରେ ଯାହା ହୋଇଛି ସମସ୍ତଙ୍କୁ ଜଣା। ଏବେ ନିର୍ବାଚନ ଆସିବାରୁ ମନେ ପଡ଼ିଲା ସଚିବଙ୍କର ବୋଲି କହିଛନ୍ତି ବିଜେପି କର୍ମୀ।

author-image
Debendra Prusty

Naveen Patnaik Vk Pandian Bjp BjD