Advertisment

‘ମନ୍ତ୍ରୀଙ୍କ ନାଁ ଭୁଲିଗଲେଣି ରାଜ୍ୟବାସୀ’

‘ମନ୍ତ୍ରୀଙ୍କ ନାଁ ଭୁଲିଗଲେଣି ରାଜ୍ୟବାସୀ’ କାହିଁକି ଏଭଳି କହିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ?

author-image
Manoj Swain

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ, ଜନସଭାକୁ ସମ୍ବୋଧନ ଓ ପ୍ରକଳ୍ପ ଘୋଷଣା ଆଦିକୁ ନେଇ ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ପୁଣିଥରେ କଡ଼ା ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହବନ୍ଦୀ, ଜଣେ ନିମ୍ନପଦସ୍ଥ ସରକାରୀ କର୍ମଚାରୀ ସମସ୍ତଙ୍କୁ ଅଣଦେଖା କରି କାମ କରୁଛନ୍ତି ବୋଲି ଅପରାଜିତା ଅଭିଯୋଗ କରିଥିବାବେଳେ ଯଦି  ଦେହ ଖରାପ ଅଛି, ଗାଦି ଛାଡ଼ିଦେବା ଦରକାର କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ସିଧାସଳଖ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ।

Advertisment
Aparajita Sarangi Bjp Odisha