\'ମୁଖ୍ୟମନ୍ତ୍ରୀଙ୍କର ବଢିଆ ଟୁର ହୋଇଛି’ | Odisha Reporter
Advertisment
ମୁଖ୍ୟମନ୍ତ୍ରୀଙ୍କର ଜାପାନ ଟ୍ରିପ ବହୁତ ବଢ଼ିଆ ହୋଇଛି। ପ୍ରାୟ ସମସ୍ତେ ଆସିଲେଣି। ମୁଖ୍ୟମନ୍ତ୍ରୀ ମେଡିକାଳ ଚେକିଂ କରାଇବେ ଏବଂ ଅନ୍ୟ ଭଲ ସ୍ଥାନକୁ ବୁଲି ଓଡ଼ିଶାକୁ ଫେରିବେ ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us