ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ କଂଗ୍ରେସର ତୁଳସୀ ଯାତ୍ରାକୁ ନେଇ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରତିକ୍ରିୟା। କହିଲେ, ପ୍ରସଙ୍ଗ ବିହୀନ ରାଜନୀତି କରୁଛି କଂଗ୍ରେସ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସରକାରଙ୍କ ବଡ଼ ନିଷ୍ପତ୍ତି: ବିନା ଅନୁମତି ରିଲିଜ ହୋଇପାରିବନି ମୁଖ୍ୟମନ୍ତ୍ରୀଙ୍କ ଫଟୋ
ବିଭାଗ ଅନୁମତି ଦେବା ପରେ ହିଁ ଫଟୋକୁ ସାର୍ବଜନୀନ କରାଯିବ। ସମସ୍ତ ପ୍ରକାରର ସର୍ବସାଧାରଣ କାର୍ଯ୍ୟକ୍ରମ, ବିଭାଗୀୟ ମିଟିଂ ଓ ସରକାରୀ କାର୍ଯ୍ୟକ୍ରମ ପାଇଁ ଏହି ନିୟମ ଲାଗୁ ହେବ।
Politics
ମହାରାଷ୍ଟ୍ର ପାଇଁ ବିଜେପିର ପ୍ରତିଶ୍ରୁତି ପତ୍ର: ଫୋକସରେ ଚାଷୀ ଓ ମହିଳା
ବିଜେପି କ୍ଷମତାକୁ ଆସିଲେ ୫ ବର୍ଷ ମଧ୍ୟରେ କୋଟିଏ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭିତ୍ତିଭୂମି ବିକାଶ ପାଇଁ ୫ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ।
Politics
ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ସଫଳତା: ଆପ୍ ଛାଡ଼ି ବିଜେପିକୁ ଫେରିଲେ ହରସରନ ସିଂହ ବାଲି
ଶ୍ରୀ ବାଲି ଓ ତାଙ୍କ ପୁଅ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା, ସୁବାସ ଆର୍ଯ୍ୟ ଓ ସୁବାଷ ସଚଦେବାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି।
Politics
ମୋହନ ସରକାରକୁ ପୁରିଲା ୫ ମାସ : ପୂରଣ ହେଉନି ନିଗମ ଓ ବୋର୍ଡ ମୁଖିଆ ପଦ, ବିଜେପି ନେତା ନିରାଶ
ରାଜ୍ୟରେ ପ୍ରଥମଥର ବିଜେପି ନିଜସ୍ୱ ଦମରେ କ୍ଷମତାକୁ ଆସିବା ପରେ ବିଭିନ୍ନ ସରକାରୀ ପଦପଦବୀରେ ରାଜନୀତିକ ନିଯୁକ୍ତି ପାଇଁ ଦଳର ଆଗଧାଡ଼ିର ନେତାମାନେ ବେଶ୍ ଉତ୍ସୁକ ହୋଇପଡ଼ିଥିଲେ ।
Politics
ଗାଁ ଦାଣ୍ଡରେ ମହିଳାଙ୍କୁ ଟଣାଓଟରା ଓ ମାରପିଟ୍; ବିବାଦ ଭିତରକୁ ପ୍ରମିଳାଙ୍କୁ ଟାଣିଲା ବିଜେପି
ଭାଇରାଲ୍ ହେଉଥିବା ଭିଡିଓରେ ଥିବା ମହିଳା ଜଣକ ହେଉଛନ୍ତି ଦଶରଥପୁର ଥାନା ରାହାସୋଇ ଗାଁର ଲଳିତା ପତି। ଗାଁ ଦାଣ୍ଡରେ ତାଙ୍କୁ କିଛି ବ୍ୟକ୍ତି ସଂଘ ବଦ୍ଧ ଭାବେ ଆକ୍ରମଣ କରୁଛନ୍ତି। ତାଙ୍କୁ ଟଣାଓଟରା ଓ ଠେଲାପେଲା କରୁଛନ୍ତି।