‘ସବୁ ଦୋଷ ଆମ କଂଗ୍ରେସର’ || Sura Routray Target To CM Naveen Patnaik || Odisha Reporter
Advertisment
ବିଧାନସଭାରେ ଡ୍ରାମା, ବାହାରେ ଡ୍ରାମା। ନବୀନ ବାବୁଙ୍କର ଏହି ଅଭିନୟ କାହିଁକି? ବିଜେପିରେ ଆପଣଙ୍କ ଜନ୍ମ ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେପଟେ କଂଗ୍ରେସବାଲା ଆମେ ଦୋଷ କରିଛୁ,ଓବିସି ପାଇଁ କିଛି କରିଲୁନି ବୋଲି କହିଲେ ବିଧାୟକ ସୁରେଶ ରାଉତରାୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us