‘ବାହାଘର ନ୍ୟାରେଟିଭ ପଛରେ ବିଜେଡି’ | Odisha Reporter
Advertisment
କଂଗ୍ରେସର ବାହାଘର କଟାକ୍ଷକୁ କାଉଣ୍ଟର କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ। କହିଲେ, କଂଗ୍ରେସର କେନ୍ଦ୍ର ନେତୃତ୍ବ ଜାଣିଲେଣି ଓଡ଼ିଶାରେ ବିଜେପି ସରକାର ହେଉଛି। ତେଣୁ ରାଜ୍ୟ କଂଗ୍ରେସକୁ ନିର୍ଦ୍ଦେଶ, ବିଜେଡି ପଛେ ରହୁ ବିଜେପି ନ ଆସୁ । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us