Advertisment

ଭରା ସଭାରେ ଧୋଇଦେଲେ ବ୍ଲକ ଅଧ୍ୟକ୍ଷା

ବ୍ଲକରେ ଚାଲିଥିବା ଦୁର୍ନୀତି ଓ ସରକାରୀ ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରି ବିଡିଓଙ୍କ ଉପରେ ବର୍ଷିଥିଲେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା

Advertisment

ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ସରକାରୀ ଟଙ୍କାର ହିସାବ ମାଗିଲେ ଆଉ ବିଡିଓଙ୍କ ବିରୋଧରେ ଅଭିଯୋଗର ଲମ୍ବାଫର୍ଦ୍ଦ ଯୋଡିଲେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା। ବ୍ଲକରେ ଚାଲିଥିବା ଦୁର୍ନୀତି ଓ ସରକାରୀ ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରି ବିଡିଓଙ୍କ ଉପରେ ବର୍ଷିଥିଲେ ବିଜେପି ଅଧ୍ୟକ୍ଷା ହୋଇଥିବା ନିର୍ମଳା। କେବଳ ସେତିକି ନୁହେଁ, ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଆସିଥିବା 3 ଲକ୍ଷ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା କୁଆଡ଼େ ଗଲା ବୋଲି ବ୍ଲକ ଅଧ୍ୟକ୍ଷା ପ୍ରଶ୍ନ କରିଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Nayagarh Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe