‘ସାମ୍ବାଦିକମାନଙ୍କ ଉପରେ ଅଙ୍କୁଶ, ଉଦବେଗର ବିଷୟ’। ରାଜ୍ୟରେ ସାମ୍ବାଦିକ ସ୍ୱାଧୀନତାକୁ ନେଇ କିଛି ଏଭଳି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି।